ଓଡ଼ିଆ: OBS translationQuestions

Updated ? hours ago # views See on DCS Draft Material

01-01

ବିଶ୍ଵରେ ସମସ୍ତ ବିଷୟ କେଉଁଠାରୁ ଆସିଲା ?

ପରମେଶ୍ଵର ସମସ୍ତ ବିଷୟ ସୃଷ୍ଟି କଲେ ।

ସମସ୍ତ ବିଷୟ ସୃଷ୍ଟି କରିବାକୁ ପରମେଶ୍ବରଙ୍କୁ କେତେ ସମୟ ଲାଗିଲା ?

ଛ' ଦିନ

01-02

ପରମେଶ୍ଵର ପ୍ରତିଟି ବିଷୟର ସୃଷ୍ଟି ପରେ ପ୍ରତ୍ୟେକ ଦିବସର ଶେଷରେ ତାଙ୍କ ସାଧାରଣ ପ୍ରତିଉତ୍ତର କଣ ଥିଲା ?

ସେ କହିଲେ , " ଏହା ଉତ୍ତମ "

01-04

ପରମେଶ୍ଵର ପ୍ରତିଟି ବିଷୟର ସୃଷ୍ଟି ପରେ ପ୍ରତ୍ୟେକ ଦିବସର ଶେଷରେ ତାଙ୍କ ସାଧାରଣ ପ୍ରତିଉତ୍ତର କଣ ଥିଲା ?

ସେ କହିଲେ , " ଏହା ଉତ୍ତମ "

01-05

ପରମେଶ୍ଵର ପ୍ରତିଟି ବିଷୟର ସୃଷ୍ଟି ପରେ ପ୍ରତ୍ୟେକ ଦିବସର ଶେଷରେ ତାଙ୍କ ସାଧାରଣ ପ୍ରତିଉତ୍ତର କଣ ଥିଲା ?

ସେ କହିଲେ , " ଏହା ଉତ୍ତମ "

01-06

ପରମେଶ୍ଵର ପ୍ରତିଟି ବିଷୟର ସୃଷ୍ଟି ପରେ ପ୍ରତ୍ୟେକ ଦିବସର ଶେଷରେ ତାଙ୍କ ସାଧାରଣ ପ୍ରତିଉତ୍ତର କଣ ଥିଲା ?

ସେ କହିଲେ , " ଏହା ଉତ୍ତମ "

01-07

ପରମେଶ୍ଵର ପ୍ରତିଟି ବିଷୟର ସୃଷ୍ଟି ପରେ ପ୍ରତ୍ୟେକ ଦିବସର ଶେଷରେ ତାଙ୍କ ସାଧାରଣ ପ୍ରତିଉତ୍ତର କଣ ଥିଲା ?

ସେ କହିଲେ , " ଏହା ଉତ୍ତମ "

01-08

ପରମେଶ୍ଵର ପ୍ରତିଟି ବିଷୟର ସୃଷ୍ଟି ପରେ ପ୍ରତ୍ୟେକ ଦିବସର ଶେଷରେ ତାଙ୍କ ସାଧାରଣ ପ୍ରତିଉତ୍ତର କଣ ଥିଲା ?

ସେ କହିଲେ , " ଏହା ଉତ୍ତମ "

01-09

ପରମେଶ୍ୱର ମନୁଷ୍ୟକୁ କିପରି ଭାବରେ ପଶୁମାନଙ୍କ ଠାରୁ ଭିନ୍ନ ରୂପେ ସୃଷ୍ଟି କଲେ ?

ସେ ତାଙ୍କର ପ୍ରତିମୁର୍ତ୍ତି ଏବଂ ସାଦୃଶ୍ୟରେ ମନୁଷ୍ୟକୁ ସୃଷ୍ଟି କଲେ

ପରମେଶ୍ୱର ମନୁଷ୍ୟକୁ କ'ଣ କ'ଣ ଦାୟୀତ୍ଵ ବହନ କରିବାକୁ କହିଲେ ?

ସେମାନଙ୍କୁ ପୃଥିବୀ ଏବଂ ପଶୁମାନଙ୍କ ଉପରେ ଅଧିକାର କରିବାକୁ ଏବଂ ସେମାଙ୍କର ଯତ୍ନ ନେବାକୁ କହିଲେ

01-10

ପରମେଶ୍ୱର କିପରି ପ୍ରଥମ ମନୁଷ୍ୟକୁ ସୃଷ୍ଟି କଲେ ?

ପରମେଶ୍ୱର ମନୁଷ୍ୟକୁ ମାଟିରୁ ସୃଷ୍ଟି କଲେ

ମନୁଷ୍ୟ କିପରି ଜୀବନ ପାଇଲା ?

ପରମେଶ୍ୱର ତା ମଧ୍ୟକୁ ଜୀବନ ଶ୍ବାସ ଫୁଙ୍କିଲେ

ମନୁଷ୍ୟର ନାମ କଣ ଥିଲା ?

ଆଦମ

ପରମେଶ୍ୱର ଆଦମକୁ କେଉଁଠି ରଖିଲେ ?

ପରମେଶ୍ୱର ରୋପଣ କରିଥିବା ଏକ ଉଦ୍ୟାନରେ ରଖିଲେ

01-11

କେଉଁ ବିଶେଷ ବୃକ୍ଷରୁ ଆଦାମକୁ ଫଳ ଖାଇବା ପାଇଁ ଅନୁମତି ନ ଥିଲା ?

ସତ ଅସତ ଜ୍ଞାନ ଦାୟକ ବୃକ୍ଷ

ସତ ଅସତ ଜ୍ଞାନ ଦାୟକ ବୃକ୍ଷରୁ ଆଦାମ ଫଳ ଖାଇଲେ କଣ ହେବ ?

ସେ ମୃତ୍ୟୁ ବରଣ କରିବ

01-12

ସମସ୍ତ ପ୍ରକାର ଜୀବଜନ୍ତୁ ଥିଲେ ସୁଦ୍ଧା ଆଦମ କାହିଁକି "ନିସଙ୍ଗ" ଥିଲା ?

ଆଦମ ପାଇଁ ଜୀବଜନ୍ତୁମାନେ ''ସାହାଯ୍ୟକାରୀ'' ହୋଇ ପାରି ନ ଥିଲେ

01-13

ପରମେଶ୍ୱର କିପରି ନାରୀକୁ ସୃଷ୍ଟି କଲେ ?

ସେ ତାହାକୁ ଆଦମର ପଞ୍ଜରା ହାଡରୁ ଗଢିଲେ

01-14

ଆଦମ ପାଇଁ ''ନାରୀ'' ନାମର ଉଦ୍ଦେଶ୍ୟ କଣ ଥିଲା ?

ଏହାର ଉଦ୍ଦେଶ୍ୟ ଥିଲା ଯେ ନାରୀ ନରଠାରୁ ସୃଷ୍ଟି ହୋଇଅଛି

ଏକ ନର ସ୍ତ୍ରୀ ପ୍ରାପ୍ତ କରିବାର ଉଦେଶ୍ୟ କଣ ଅଟେ ?

ସେମାନେ ଏକ ହେବେ

01-15

ପରମେଶ୍ୱର ସୃଷ୍ଟି ସମାପ୍ତ କରିବା ପରେ ଏଥି ପ୍ରତି ତାଙ୍କର ମୂଲ୍ୟାଙ୍କନ କଣ ଥିଲା ?

ଏହା ଅତି ଉତ୍ତମ ଥିଲା

01-16

ସପ୍ତମ ଦିବସରେ ପରମେଶ୍ୱର କଣ କଲେ ?

ସେ ବିଶ୍ରାମ ନେଲେ ଏବଂ ସପ୍ତମ ଦିବସକୁ ଆଶୀର୍ବାଦ କରି ପବିତ୍ର କଲେ