ଓଡ଼ିଆ: translationAcademy

Updated ? hours ago # views See on DCS

Process Manual

1. Getting Started

ପ୍ରକ୍ରିୟା ସହାୟକ ପୁସ୍ତିକା ସମ୍ଵନ୍ଧୀୟ ପରିଚୟ

This page answers the question: *ପ୍ରକ୍ରିୟା ସହାୟକ ପୁସ୍ତିକା କ’ଣ ଅଟେ ?

*

In order to understand this topic, it would be good to read:

  • *[ଉତ୍ତରଗୁଡିକୁ ଖୋଜି ପାଇବା

](intro.html#finding-answers)*

ସ୍ଵାଗତ

ପ୍ରକ୍ରିୟା ସହଚର ଏକ କ୍ରମାନ୍ଵୟ ମାର୍ଗଦର୍ଶିକା ଅଟେ ଯାହା ପରିଯୋଜନାର ଆରମ୍ଭଠାରୁ ଏହାର ସଂପୂର୍ଣ୍ଣତା ପର୍ଯ୍ୟନ୍ତ ଅନୁବାଦ ଦଳ କଣ କରିବା ଆବଶ୍ୟକ ତାହା ଜାଣିବାରେ ସେମାନଙ୍କୁ ସାହାଯ୍ୟ କରିଥାଏ । ଏହି ମାର୍ଗଦର୍ଶିକା ଦଳକୁ ଏହାର ଅନୁବାଦିତ ଓ ଯାଞ୍ଚ୍ ସାମଗ୍ରୀର ପ୍ରାରମ୍ଭିକ ବ୍ୟବସ୍ଥାଠାରୁ ଶେଷ ପ୍ରକାଶନ ପର୍ଯ୍ୟନ୍ତ ଅନୁବାଦ ଦଳକୁ ସାହାଯ୍ୟ କରିବ ।

ଆରମ୍ଭ କରିବା

ଅନୁବାଦ ଏକ ଜଟିଳ କାର୍ଯ୍ୟ ଅଟେ ଏବଂ ଏହା ବ୍ୟବସ୍ଥା ଓ ଯୋଜନାର ଆବଶ୍ୟକ କରିଥାଏ । ଅନୁବାଦକୁ ଏକ ବିଚାରଧାରାରୁ ସମ୍ପୂର୍ଣ୍ଣତା, ଯାଞ୍ଚ୍, ବିତରଣ କାର୍ଯ୍ୟକୁ ନେବା ପାଇଁ ଓ ଅନୁବାଦକୁ ବ୍ୟବହାର କରିବାରେ ଅନେକ ଆବଶ୍ୟକୀୟ ସୋପାନଗୁଡ଼ିକ ରହିଅଛି । ଏହି ପ୍ରକ୍ରିୟା ସହଚରରେ ଥିବା ତଥ୍ୟ ଆପଣଙ୍କୁ ଅନୁବାଦ ପ୍ରକ୍ରିୟାରେ ରହିଥିବା ସମସ୍ତ ଆବଶ୍ୟକ ସୋପାନଗୁଡ଼ିକୁ ଜାଣିବାରେ ସାହାଯ୍ୟ କରିବ ।


2. Setting Up a Translation Team

ଏକ ଅନୁବାଦକ ଦଳକୁ ସ୍ଥାପନ କରିବା

This page answers the question: *ମୁଁ ଏକ ଅନୁବାଦକ ଦଳ କିପରି ଗଠନ କରିପାରିବି ?

*

In order to understand this topic, it would be good to read:

  • *[ଅନୁବାଦ ପ୍ରକ୍ରିୟା

](translate.html#translate-process)*

ଦଳର ଚୟନ

ଆପଣ ଅନୁବାଦ ଓ ଯାଞ୍ଚ୍ ଦଳକୁ ଚୟନ କରିବା ଆରମ୍ଭ କରିବା ସମୟରେ, ଅନେକ ବିଭିନ୍ନ ପ୍ରକାର ଲୋକ ଓ ଭୂମିକାର ଆବଶ୍ୟକ ହୋଇପାରେ । ପ୍ରତ୍ୟେକ ଦଳ ନିମନ୍ତେ ଆବଶ୍ୟକ ହେଉଥିବା ନିର୍ଦ୍ଦିଷ୍ଟ ଯୋଗ୍ୟତାଗୁଡ଼ିକ ମଧ୍ୟ ରହିଅଛି ।

ଅନୁବାଦର ନିର୍ଣ୍ଣୟସମୂହ

ଅନୁବାଦ ଦଳ ଅନେକ ନିର୍ଣ୍ଣୟଗୁଡ଼ିକୁ ନେବାକୁ ହେବ, ସେଗୁଡ଼ିକ ମଧ୍ୟରୁ ଅନେକ ପରିଯୋଜନାର ଆରମ୍ଭରେ ହିଁ ରହିଛି । ନିମ୍ନ ଲିଖିତଗୁଡ଼ିକ ଅନ୍ତର୍ଭୁକ୍ତ:

Next we recommend you learn about:

  • *[ଏକ ଅନୁବାଦକ ଦଳକୁ ଚୟନ କରିବା

](translate.html#choose-team)* * *[ଅନୁବାଦକର ଯୋଗ୍ୟତାଗୁଡିକ ।

](translate.html#qualifications)* * *[ମୂଳ ଲେଖାକୁ ଚୟନ କରିବା

](translate.html#translate-source-text)* * *[ବର୍ଣ୍ଣମାଳା / ବର୍ଣ୍ଣଶୁଦ୍ଧି ।

](translate.html#translate-alphabet)* * *[ଆପଣଙ୍କ ଭାଷାକୁ ଲେଖିବା ନିମନ୍ତେ ଥିବା ନିଷ୍ପତିଗୁଡ଼ିକ ।

](translate.html#writing-decisions)* * *[କଣ ଅନୁବାଦ କରାଯିବ ତାହା ଚୟନ କରିବା ।

](translate.html#translation-difficulty)*


3. Translating

ଅନୁବାଦ ଆରମ୍ଭ କରିବା ପୂର୍ବରୁ ପ୍ରଶିକ୍ଷଣ

This page answers the question: *ମୁଁ ଆରମ୍ଭ କରିବା ପୂର୍ବରୁ, ଅନୁବାଦ ବିଷୟରେ କ’ଣ ଜାଣିବା ଉଚିତ୍ ?

*

In order to understand this topic, it would be good to read:

  • *[ଅନୁବାଦ ପ୍ରକ୍ରିୟା

](translate.html#translate-process)* * *[ଆମେ କାହିକି ବାଇବଲକୁ ଅନୁବାଦ କରୁ

](intro.html#translate-why)*

ଅନୁବାଦ ପୂର୍ବରୁ କ’ଣସବୁ ଜାଣିବା ଦରକାର

ଏହାକୁ ସୁପାରିଶ କରାଯାଇଛି ଯେ ଆପଣ ଏହି ସାମଗ୍ରୀକୁ ଅନୁବାଦ କରିବା ସମୟରେ ଅନୁବାଦ ସହଚର ରୁ ବାରମ୍ବାର ମତ ନେବେ । ଆପଣ ଅନୁବାଦ ଆରମ୍ଭ କରିବା ପୂର୍ବରୁ, ଆପଣ ପରାମର୍ଶ କରନ୍ତୁ ଯେ ଆପଣ ଯେକୌଣସି ମତେ ଆକ୍ଷରିକ ଅନୁବାଦ ଓ ଅର୍ଥ-ଆଧାରିତ ଅନୁବାଦ ମଧ୍ୟରେ ଥିବା ପ୍ରଭେଦକୁ ଜାଣିବା ପର୍ଯ୍ୟନ୍ତ ଆପଣ ଅନୁବାଦ ସହଚର ମଧ୍ୟଦେଇ ଆପଣଙ୍କର କାର୍ଯ୍ୟ କରିଚାଲନ୍ତୁ । ଅନୁବାଦ ସହଚରର ଅଧିକାଂଶ ବିଷୟକୁ “କେବଳ ସମୟକ୍ରମେ” ଶିଖିବା ସାଧନ ରୂପେ ବ୍ୟବହାର କରାଯାଇପାରିବ ।

ଅନୁବାଦ ପ୍ରୋଜେକ୍ଟ୍ କୁ ଆରମ୍ଭ କରିବା ପୂର୍ବରୁ କେତେକ ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡ଼ିକ ରହିଛି ଯାହା ଶିଖିବା ଆବଶ୍ୟକ ଅଟେ ।

ଆପଣ ଏହିସବୁକୁ ଅନ୍ତର୍ଭୁକ୍ତ କରୁଥିବା ସମୟରେ କେତେକ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକ:

Next we recommend you learn about:

  • *[ଏକ ଅନୁବାଦକ ଦଳକୁ ଚୟନ କରିବା

](translate.html#choose-team)* * *[ମୂଳ ଲେଖାକୁ ଚୟନ କରିବା

](translate.html#translate-source-text)* * *[ବର୍ଣ୍ଣମାଳା / ବର୍ଣ୍ଣଶୁଦ୍ଧି ।

](translate.html#translate-alphabet)* * *[ଆପଣଙ୍କ ଭାଷାକୁ ଲେଖିବା ନିମନ୍ତେ ଥିବା ନିଷ୍ପତିଗୁଡ଼ିକ ।

](translate.html#writing-decisions)* * *[କଣ ଅନୁବାଦ କରାଯିବ ତାହା ଚୟନ କରିବା ।

](translate.html#translation-difficulty)*


ଏକ ମଞ୍ଚ ମନୋନୀତ କରିବା

This page answers the question: *ମୁଁ ଅନୁବାଦ କରିବାକୁ କେଉଁ ଉପକରଣ ବ୍ୟବହାର କରିପାରିବି ?

*

In order to understand this topic, it would be good to read:

  • *[ପ୍ରକ୍ରିୟା ସହାୟକ ପୁସ୍ତିକା ସମ୍ଵନ୍ଧୀୟ ପରିଚୟ

](#process-manual)* * *[ଫାଇଲ୍ ର ଢାଞ୍ଚା ।

](translate.html#file-formats)*

ସୁପାରିଶପ୍ରାପ୍ତ ମଞ୍ଚ

Door43 ପରସ୍ପର ସହ ସଂଶ୍କ୍ଲିଷ୍ଟ ସମାଜରେ ଅନୁବାଦ କାର୍ଯ୍ୟ କରିବା ନିମନ୍ତେ ଏକ ସୁପାରିଶପ୍ରାପ୍ତ ମଞ୍ଚ ହେଉଛି translationStudio ।ଏହି ସ୍ଥାନରେ ଅନୁବାଦ ଓ ଯାଞ୍ଚକାରୀ ଦଳ ସେମାନଙ୍କର କାର୍ଯ୍ୟକୁ କରିବେ । ଆପଣ Android, Windows, Mac, or Linux devices ରେ translationStudio app କୁ ସ୍ଥାପନ କରି ପାରିବେ (ଅଧିକ ସୂଚନା ନିମନ୍ତେ Setting up translationStudio ପାଠକୁ ଦେଖନ୍ତୁ)।

ଅନ୍ୟାନ୍ୟ ଇଚ୍ଛାଧୀନ ସ୍ଵାଧୀନ ଅଧିକାର

ଯଦି translationStudio କୁ ବ୍ୟବହାର କରିବା ଆପଣଙ୍କ ଦଳ ନିମନ୍ତେ ବାଧ୍ୟତାମୂଳକ ନୁହେଁ, ତେବେ ଆପଣ ଅନ୍ୟ online ବା offline ଉପକରଣଗୁଡିକ ବ୍ୟବହାର କରିବା ଚିନ୍ତା କରି ପାରନ୍ତି । ଧ୍ୟାନ ଦିଅନ୍ତୁ ଯେ ଯଦି ଆପଣ translationStudio କୁ ବ୍ୟବହାର କରୁ ନାହାନ୍ତି, ତେବେ ସାମଗ୍ରୀକୁ USFM କିମ୍ବା Markdown ମଧ୍ୟକୁ ଆଣିବା ଆପଣଙ୍କ ଦାୟିତ୍ଵ ହେବ (ଅଧିକ ସୂଚନା ନିମନ୍ତେ File Format / କମ୍ପୁଟର ତଥ୍ୟ ରଖିବାର ଫାଇଲ୍ ଢାଞ୍ଚା ପାଠକୁ ଦେଖନ୍ତୁ ) ।

Next we recommend you learn about:

  • *[ଅନୁବାଦକ ଷ୍ଟୁଡିଓକୁ ସ୍ଥାପନ କରିବା

](#setup-ts)* * *[ଅନୁବାଦ ଆରମ୍ଭ କରିବା ପୂର୍ବରୁ ପ୍ରଶିକ୍ଷଣ

](#pretranslation-training)*


ଅନୁବାଦକ ଷ୍ଟୁଡିଓକୁ ସ୍ଥାପନ କରିବା

This page answers the question: *ମୁଁ କିପରି ଏକ ଅନୁବାଦକ ଷ୍ଟୁଡ଼ିଓ ଗଠନ କରିବି ?

*

In order to understand this topic, it would be good to read:

  • *[ଏକ ମଞ୍ଚ ମନୋନୀତ କରିବା

](#platforms)*

ମୋବାଇ ନିମନ୍ତେ tS ର ଇନଷ୍ଟଲ୍

translationStudio ର ମୋବାଇଲ୍ (Android) ସଂସ୍କରଣ Google Play Store (https://play.google.com/store/apps/details?id=com.translationstudio.androidapp ) ରେ ଉପଲବ୍ଧ ଅଟେ କିମ୍ବା ରୁ ସିଧା ସଳଖ ଡାଉନଲୋଡ କରନ୍ତୁ । ଯଦି ଆପଣ ପ୍ଲେ ଷ୍ଟୋର୍ ରୁ ଇନଷ୍ଟଲ୍ କରନ୍ତି, ତେବେ ନୂତନ ସଂସ୍କରଣ ଉପଲବ୍ଧ ହେବା ସମୟରେ ଆପଣଙ୍କୁ ପ୍ଲେ ଷ୍ଟୋର୍ ଦ୍ଵାରା ସୂଚିତ କରାଯିବ । ଧ୍ୟାନ ଦିଅନ୍ତୁ ଯେ ଆପଣ ଏହି ଆପ୍ କୁ ସେର୍ କରିବା ପାଇଁ ଇନଷ୍ଟଲେସନ୍ apk କୁ ଅନ୍ୟ devices କୁ ମଧ୍ୟ ପାର୍ଶ୍ଵ ଡାଉନଲୋଡ୍ କରି ପାରିବେ ।

ଡେସ୍କଟପ୍ ନିମନ୍ତେ tS ର ଇନଷ୍ଟଲ୍

Computer desktop ବା Laptop (Windows, Mac,ବା Linux) ନିମନ୍ତେ translationStudio ର ନୂତନ ସଂସ୍କରଣ ରେ ଉପଲବ୍ଧ ଅଟେ । Program କୁ install କରିବା ପାଇଁ, “ଡେସ୍କଟପ୍” ବିଭାଗକୁ ପରିଚାଳିତ କର ଓ ମୁକ୍ତି ଲାଭ କରିଥିବା ନୂତନ ସଂସ୍କରଣକୁ ଡାଉନଲୋଡ୍ କର । ଧ୍ୟାନ ଦିଅନ୍ତୁ ଯେ ଆପଣ ଏହି ଆପ୍ କୁ ସେର୍ କରିବା ପାଇଁ ଇନଷ୍ଟଲେସନ୍ ଫାଇଲ୍ କୁ ଅନ୍ୟ computer କୁ ମଧ୍ୟ କପି କରି ପାରିବେ ।

tS ର ବ୍ୟବହାର

ଥରେ ଇନଷ୍ଟଲ୍ ହେଲା ପରେ, translationStudio ର ଉଭୟ ସଂସ୍କରଣ ସମାନ ଭାବରେ କାର୍ଯ୍ୟ କରିବା ନିମନ୍ତେ ପରିକଳ୍ପିତ ହେବ । translationStudio କୁ ବ୍ୟବହାର କରିବା ପାଇଁ ଆପଣଙ୍କୁ ଇନ୍ଟେରନେଟ୍ ସଂଯୋଗର ଆବଶ୍ୟକତ ହେବ ନାହିଁ! ପ୍ରଥମେ translationStudio କୁ ବ୍ୟବହାର କରିବା ବେଳେ ବିଶ୍ଵାସର ବକ୍ତବ୍ୟ, [ଅନୁବାଦର ମାର୍ଗଦର୍ଶନ ନୀତି], ଓ [ମୁକ୍ତ ଅନୁମତି ପତ୍ର] ନିମନ୍ତେ ଚୁକ୍ତିର ଆବଶ୍ୟକ ହେବ । କମ୍ପୁଟର ସ୍କ୍ରିନ୍ ରେ ପ୍ରଥମେ ଏହାକୁ ବ୍ୟବହାର କରିବା ପରେ, ଆପଣ ହୋମ୍ ସ୍କ୍ରିନ୍ କୁ ଆଣିବେ ଯେଉଁଠାରେ ଆପଣ ନୂତନ ପ୍ରଜେକ୍ଟକୁ ସୃଷ୍ଟି କରି ପାରିବେ ।

ଥରେ ଆପଣଙ୍କ ପ୍ରଜେକ୍ଟ ସୃଷ୍ଟି ହେଲା ପରେ, ଆପଣ ସଠିକ୍ ଭାବରେ ଅନୁବାଦ କରିବା ଆରମ୍ଭ କରି ପାରିବେ । ଆପ୍ ମଧ୍ୟରେ ହିଁ translationHelps ଅପସନ୍ ଅଛି, ଯେଉଁଠାରେ ମୂଳ ପାଠର ଉତ୍ତମ ବୋଧଶକ୍ତିକୁ ଲାଭ କରି ବ୍ୟବହାର କରିବା ପାଇଁ ଆପଣଙ୍କୁ ଉତ୍ସାହିତ କରାଯାଏ । ଧ୍ୟାନ ଦିଅନ୍ତୁ ଯେ ଆପଣଙ୍କ କାର୍ଯ୍ୟକୁ ସ୍ଵୟଂଚାଳିତ ଭାବେ ସୁରକ୍ଷିତ କରାଯାଉଛି । ଆପଣ ମଧ୍ୟ ବିଭିନ୍ନ ବିରତି ସମୟରେ ଆପଣଙ୍କ କାର୍ଯ୍ୟକୁ ବେକ୍ ଅପ୍, ସେର୍, ବା ଆପଲୋଡ୍ କରିବା ପାଇଁ ଚୟନ କରି ପାରିବେ ।

tS ର ବ୍ୟବହାର ପରେ

  1. ଆମେ ଦୃଢ ଭାବରେ ସୁପାରିଶ କରୁ ଯେ ଆପଣଙ୍କ ଅନୁବାଦକୁ ଯାଞ୍ଚ୍ କରାଯିବ (ଯାଞ୍ଚ୍ ଆରମ୍ଭ କରିବା ପୂର୍ବରୁ ତାଲିମ ପାଠକୁ ଦେଖନ୍ତୁ) ।
  2. ଥରେ ଯାଞ୍ଚ୍ କାର୍ଯ୍ୟ ସଂପୂର୍ଣ୍ଣ ହେଲା ପରେ (ଯେକୌଣସି ସ୍ତର ପାଇଁ), ଆପଣଙ୍କ କାର୍ଯ୍ୟକୁ ସେହି ଆପ୍ ରୁ ଆପଲୋଡ୍ କରି ପାରିବେ (ମେନୁ – ଆପଲୋଡ୍) ।
  3. ଥରେ ଆପଲୋଡ୍ ହେଲା ପରେ, ଆପଣ ଅନଲାଇନ୍ Door43 ରେ ଆପଣଙ୍କ କାର୍ଯ୍ୟକୁ ଦେଖି ପାରିବେ (ପ୍ରକାଶନ ପାଠକୁ ଦେଖନ୍ତୁ) ।

4. Checking

ଯାଞ୍ଚ୍ ଆରମ୍ଭ କରିବା ପୂର୍ବରୁ ପ୍ରଶିକ୍ଷଣ

This page answers the question: *ମୁଁ ଆରମ୍ଭ କରିବା ପୂର୍ବରୁ, ଯାଞ୍ଚ୍ କରିବା ବିଷୟରେ କ’ଣ ଜାଣିବା ଉଚିତ୍ ?

*

In order to understand this topic, it would be good to read:

  • *[ଅନୁବାଦ ଆରମ୍ଭ କରିବା ପୂର୍ବରୁ ପ୍ରଶିକ୍ଷଣ

](#pretranslation-training)*

ଯାଞ୍ଚ୍ କରିବା ପୂର୍ବରୁ

ଏହାକୁ ସୁପାରିଶ କରାଯାଇଛି ଯେ ଏହି ବିଷୟବସ୍ତୁ/ସାମଗ୍ରୀକୁ ଯାଞ୍ଚ୍ କରିବା ସମୟରେ ଆପଣ /ଯାଞ୍ଚ୍ ସହଚରକୁ ବାରମ୍ବାର ବିଚାର ବିମର୍ଶ କରନ୍ତୁ । ଆପଣ ଯାଞ୍ଚ୍ କରିବା ପୂର୍ବରୁ, ଆମେ ସୁପାରିଶ କରୁ ଯେ ପ୍ରତ୍ୟେକ ସ୍ତରରେ ଯାହା ଆବଶ୍ୟକ ତାହାକୁ ଆପଣ ବୁଝିବା ପର୍ଯ୍ୟନ୍ତ ଆପଣ ନିଜ ଉପାୟରେ ଯାଞ୍ଚ୍ ସହଚର ମଧ୍ୟଦେଇ କାର୍ଯ୍ୟ କରି ଚାଳନ୍ତୁ । ଆପଣ ଯାଞ୍ଚ୍ ପ୍ରକ୍ରିୟା ମଧ୍ୟଦେଇ କାର୍ଯ୍ୟ କରିବା ସମୟରେ, ଆପଣ ଯାଞ୍ଚ୍ ସହଚରକୁ ବାରମ୍ବାର ବିଚାର ବିମର୍ଶ କରିବା ଆବଶ୍ୟକ ।

Next we recommend you learn about:

  • *[ଯାଞ୍ଚ୍ ସହାୟକ ପୁସ୍ତିକା ସମ୍ଭନ୍ଧୀୟ ପରିଚୟ

](checking.html#intro-check)* * *[ଯାଞ୍ଚ୍ କରିବାର ଉଦ୍ଦେଶ୍ୟ ବା ଲକ୍ଷ୍ୟ

](checking.html#goal-checking)* * *[ଯାଞ୍ଚ୍ କିପରି କରିବା

](#required-checking)*


ଯାଞ୍ଚ୍ କିପରି କରିବା

This page answers the question: *ମୁଁ ଅନୁବାଦକୁ କିପରି ଯାଞ୍ଚ୍ କରିବି ?

*

In order to understand this topic, it would be good to read:

  • *[ଯାଞ୍ଚ୍ ଆରମ୍ଭ କରିବା ପୂର୍ବରୁ ପ୍ରଶିକ୍ଷଣ

](#prechecking-training)*

ଯାଞ୍ଚ୍ ସ୍ତରଗୁଡ଼ିକର ଉଦ୍ଦେଶ୍ୟ

ଅନୁବାଦକୁ ବିଶ୍ଵାସର ବକ୍ତବ୍ୟ ଓ [ଅନୁବାଦ ମାର୍ଗଦର୍ଶିକା ନୀତି] ର ସମନ୍ଵୟରେ ଯେ ତିଆରି କରାଯାଇଛି ଏହାକୁ ମୁଖ୍ୟତଃ ସୁନିଶ୍ଚିତ କରି ସାହାଯ୍ୟ କରିବା ଯାଞ୍ଚ୍ ସ୍ତରଗୁଡ଼ିକର ଉଦ୍ଦେଶ୍ୟ ଅଟେ ([ଯାଞ୍ଚ୍ ସହଚର] ପାଠକୁ ଦେଖନ୍ତୁ) ଅନ୍ୟ କାରଣ ହେଉଛି ଯେ ଏହାକୁ ବ୍ୟବହାର କରା ଯାଉଥିବା ସମ୍ପ୍ରଦାୟର ନିବେଶ (କମ୍ପୁଟରରେ ଦିଆ ଯାଉଥିବା ତଥ୍ୟ) ଓ ମାଲିକତ୍ଵକୁ ବୃଦ୍ଧି କରିବା ।

ଯାଞ୍ଚ୍ ସ୍ତର 1

ଯାଞ୍ଚ୍ ପ୍ରଥମ ସ୍ତର ମୁଖ୍ୟତଃ ଅନୁବାଦ ଦଳ ଦ୍ଵାରା ଭାଷା ସମ୍ପ୍ରଦାୟରୁ ପ୍ରାପ୍ତ କେତେକ ତଥ୍ୟ ସହ କରାଯାଇଛି । ଯାଞ୍ଚ୍ ସ୍ତର ଏକ - ଅନୁବାଦ ଦଳ ଦ୍ଵାରା ଦୃଢୀକରଣ ପାଠକୁ ଦେଖନ୍ତୁ ପ୍ରଥମ ସ୍ତରର ଯାଞ୍ଚ୍ କୁ ସମ୍ପୂର୍ଣ୍ଣ କରିବା ପରେ, Door43 କୁ ଅପଲୋଡ୍ କରିବା ପାଇଁ ଆପଣଙ୍କୁ ଉତ୍ସାହିତ କରାଯାଏ ([ପ୍ରକାଶନ ସମ୍ଭନ୍ଧୀୟ ମୁଖବନ୍ଧ] ପାଠକୁ ଦେଖନ୍ତୁ) ଏବଂ ଆପଣ ଯାଞ୍ଚ୍ ଦ୍ଵିତୀୟ ସ୍ତରକୁ ଜାରି ରଖନ୍ତୁ (ନିମ୍ନରେ ଦେଖନ୍ତୁ) ।

ଯାଞ୍ଚ୍ ସ୍ତର 2

ଯାଞ୍ଚ୍ ସ୍ତର 2 ମୌଳିକ ସତ୍ୟତାର ଯାଞ୍ଚ୍ କାର୍ଯ୍ୟ ସମ୍ପୂର୍ଣ୍ଣ ହୁଏ ଯେବେ ସ୍ଥାନୀୟ ଭାଷା ସମ୍ପ୍ରଦାୟକୁ ପ୍ରତିନିଧିତ୍ଵ କରୁଥିବା ଦଳଗୁଡ଼ିକ ଏକମତ ହୁଅନ୍ତି ଯେ ଉକ୍ତ ଅନୁବାଦଟି ଉତ୍ତମ ଅଟେ (ଯାଞ୍ଚ୍ ସ୍ତର ଦୁଇ – ସମ୍ପ୍ରଦାୟ ଦ୍ଵାରା ଦୃଢୀକରଣ ପାଠକୁ ଦେଖନ୍ତୁ) । ଏହାକୁ ଭାଷା ସମ୍ପ୍ରଦାୟ ଯାଞ୍ଚ୍ ([ଭାଷା ସମ୍ପ୍ରଦାୟ ଯାଞ୍ଚ୍] ପାଠକୁ ଦେଖନ୍ତୁ) ଏବଂ ମଣ୍ଡଳୀ ନେତା ଯାଞ୍ଚ୍ ସହ କରାଯାଇଛି ([ମଣ୍ଡଳୀ ନେତା ଯାଞ୍ଚ୍] ପାଠକୁ ଦେଖନ୍ତୁ) । ଦ୍ଵିତୀୟ ସ୍ତର ଯାଞ୍ଚ୍ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବା ପରେ, Door43 କୁ ଅପଲୋଡ୍ କରିବା ପାଇଁ ଆପଣଙ୍କୁ ଉତ୍ସାହିତ କରାଯାଏ ([ପ୍ରକାଶନ ସମ୍ଭନ୍ଧୀୟ ମୁଖବନ୍ଧ] ପାଠକୁ ଦେଖନ୍ତୁ) ଏବଂ ଆପଣ ଯାଞ୍ଚ୍ ତୃତୀୟ ସ୍ତରକୁ ଜାରି ରଖନ୍ତୁ (ନିମ୍ନରେ ଦେଖନ୍ତୁ), ଯଦି ଆପଣ ଇଚ୍ଛା ଚାହୁଁଛନ୍ତି ।

ଯାଞ୍ଚ୍ ସ୍ତର 3

ଯାଞ୍ଚ୍ ତୃତୀୟ ସ୍ତର ସମ୍ପୂର୍ଣ୍ଣ ହୁଏ ଯେବେ ଅନୁବାଦଟି ଉତ୍ତମ ବୋଲି ଅନୁନ୍ୟ ଦୁଇଟି ମଣ୍ଡଳୀ ସମ୍ମିଳନୀର ନେତାମାନେ ଏକମତ ହୁଅନ୍ତି । ଯେବେ ଆପଣ ଏହି ଯାଞ୍ଚ୍ ସ୍ତରକୁ ସମ୍ପୂର୍ଣ୍ଣ କରନ୍ତି ସେତେବେଳେ ତୃତୀୟ ସ୍ତର ଯାଞ୍ଚ୍ ପ୍ରଶ୍ନ ମଧ୍ୟଦେଇ ଆପଣ କରିବା କାର୍ଯ୍ୟକୁ ନିଶ୍ଚିତ କରନ୍ତୁ (ସ୍ତର ତିନିର ଯାଞ୍ଚ୍ ନିମନ୍ତେ ପ୍ରଶ୍ନଗୁଡ଼ିକ ପାଠକୁ ଦେଖନ୍ତୁ) । ତୃତୀୟ ସ୍ତର ଯାଞ୍ଚ୍ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବା ପରେ, Door43 କୁ ଅପଲୋଡ୍ କରିବା ପାଇଁ ଆପଣଙ୍କୁ ଉତ୍ସାହିତ କରାଯାଏ (ପ୍ରକାଶନ ସମ୍ଭନ୍ଧୀୟ ମୁଖବନ୍ଧ ପାଠକୁ ଦେଖନ୍ତୁ) । ଏହା ସର୍ବୋଚ୍ଚ ଯାଞ୍ଚ୍ ସ୍ତର । Gateway ଭାଷାଗୁଡ଼ିକ ମଧ୍ୟ /[ମୂଳ ପାଠ ପ୍ରକ୍ରିୟା]କୁ ସମ୍ପୂର୍ଣ୍ଣ କରିବା ଉଚିତ୍ ।

Next we recommend you learn about:

  • *[ପ୍ରକାଶନ ସମ୍ବନ୍ଧୀୟ ପରିଚୟ

](#intro-publishing)*


5. Publishing

ପ୍ରକାଶନ ସମ୍ବନ୍ଧୀୟ ପରିଚୟ

This page answers the question: *ପ୍ରକାଶନ କ’ଣ ଅଟେ ?

*

In order to understand this topic, it would be good to read:

  • *[ଯାଞ୍ଚ୍ ଆରମ୍ଭ କରିବା ପୂର୍ବରୁ ପ୍ରଶିକ୍ଷଣ

](#prechecking-training)*

ପ୍ରକାଶନର ସାଧାରଣ ସମୀକ୍ଷା

ଥରେ Door43 ରେ କାର୍ଯ୍ୟକୁ ଅପଲୋଡ୍ କରିବା ପରେ ଏହା ସ୍ଵୟଂଚାଳିତ ଭାବରେ ଆପଣଙ୍କର user account ଅଧୀନରେ ଥିବା ଅନଲାଇନରେ ଉପଲବ୍ଧ ହୋଇଯିବ । ଏହାକୁ ସ୍ଵୟଂ ପ୍ରକାଶନ ରୂପେ ଦର୍ଶାଯିବ । ଆପଣଙ୍କୁ http://door43.org/u/username/projectname ରେ ଆପଣଙ୍କ ପରିଯୋଜନା (ପ୍ରୋଜେକ୍ଟ୍)ର ୱେବ୍ ସଂସ୍କରଣକୁ ପ୍ରବେଶ କରି ପାରିବେ (ଯେଉଁଠାରେକି user_ନାମ ଆପଣଙ୍କର user ନାମ ଅଟେ ଓ ପରିଯୋଜନାର ନାମ ଆପଣଙ୍କ ଅନୁବାଦ ପ୍ରୋଜେକ୍ଟ୍ ଅଟେ) । ଆପଣ ଅପଲୋଡ୍ କରିବା ପରେ translationStudio app ଆପଣଙ୍କୁ ସଠିକ୍ ଲିଙ୍କ୍ ପ୍ରଦାନ କରିବା । ଆପଣ ରେ ମଧ୍ୟ ସମସ୍ତ କାର୍ଯ୍ୟକୁ ଖୋଜି ଦେଖିପାରିବେ ।

ଆପଣଙ୍କ Door43 ପରିଯୋଜନା ପୃଷ୍ଠାରୁ ଆପଣ ଏହା କରି ପାରିବେ:

  • Default formatting ସହ ଆପଣଙ୍କ ପରିଯୋଜନାର ୱେବ୍ ସଂସ୍କରଣକୁ ଦେଖନ୍ତୁ ।
  • ଆପଣଙ୍କ ପରିଯୋଜନାର ଦଲିଲଗୁଡ଼ିକୁ download କରନ୍ତୁ (PDF ଭଳି)
  • ଆପଣଙ୍କ ପରିଯୋଜନା ନିମନ୍ତେ ମୂଳ ଫାଇଲ୍ (ଇଉଏସଏଫଏମ କିମ୍ବା Markdown)ଗୁଡ଼ିକୁ ଲିଙ୍କ୍ କରନ୍ତୁ ।
  • ଆପଣଙ୍କ ପରିଯୋଜନା ବିଷୟରେ ଅନ୍ୟମାନଙ୍କ ସହ କଥାବାର୍ତ୍ତା କରନ୍ତୁ ।

ମୂଳ ଭାଷାର ପ୍ରକ୍ରିୟା

This page answers the question: *ମୁଁ କିପରି ମୋର Gateway Language ଅନୁବାଦକୁ ଏକ ମୂଳ ପାଠ୍ୟାଂଶ କରିପାରିବି ?

*

In order to understand this topic, it would be good to read:

  • *[ପ୍ରକାଶନ ସମ୍ବନ୍ଧୀୟ ପରିଚୟ

](#intro-publishing)*

ମୂଳ ପାଠ ପ୍ରକ୍ରିୟା

ସମସ୍ତ Gateway Languages ଭାଷା ନିମନ୍ତେ ମୂଳ ପାଠ ପ୍ରକାଶନର ଆବଶ୍ୟକ ଯଦ୍ଵାରା ସେଗୁଡ଼ିକ ମୂଳ ପାଠ ରୂପେ ଅନ୍ୟାନ୍ୟ ଭାଷା ଦ୍ଵାରା ବ୍ୟବହୃତ ହୋଇପାରିବ । ଧ୍ୟାନ ଦିଅନ୍ତୁ ଯେ ଏହି ପ୍ରକ୍ରିୟା କେବଳ Gateway Languages ନିମନ୍ତେ ହିଁ ଉପଯୋଗ ଅଟେ ।

ପୂର୍ବରୁ ଆବଶ୍ୟକ ବିଷୟଗୁଡ଼ିକ

Gateway Language ପୂର୍ବେ ଅନୁବାଦ ଏକ ମୂଳ ପାଠ ହୋଇପାରିବ, ନିମ୍ନରେ ପ୍ରଦତ୍ତ ପୂର୍ବରୁ ଆବଶ୍ୟକ ସମସ୍ତ ବିଷୟଗୁଡ଼ିକର ପରିଚିତ ହେବା ଆବଶ୍ୟକ:

  • ସଂପୂର୍ଣ୍ଣ ସାମଗ୍ରୀ - ସଂପୂର୍ଣ୍ଣ ବ୍ୟବହାରଯୋଗ୍ୟ ସାମଗ୍ରୀ ଆବଶ୍ୟକୀୟ ସ୍ତରକୁ ଅନୁବାଦ ଓ ଯାଞ୍ଚ୍ ହେବା ଉଚିତ୍ ।

ସାମଗ୍ରୀଗୁଡ଼ିକର ବିଭିନ୍ନ ଭାଗ (ତାହା ହେଉଛି, ମୁକ୍ତ ବାଇବଲ କାହାଣୀର ଅର୍ଦ୍ଧେକ, ଓ ବାଇବଲର ଅଳ୍ପ କେତେକ ପୁସ୍ତକର ଅଧ୍ୟାୟଗୁଡ଼ିକ) ପ୍ରକାଶନ ହୋଇପାରିବ ନାହିଁ ।

  • ଯାଞ୍ଚ୍ କରିବା - ଅନୁବାଦଟି ଏକ ଉପଯୁକ୍ତ ଯାଞ୍ଚ୍ ସ୍ତରକୁ ପହଞ୍ଚିବା ଥିବା ଆବଶ୍ୟକ । ବାଇବଲ ଅନୁବାଦ ନିମନ୍ତେ, ଏହାର ଅର୍ଥ ଯାଞ୍ଚ୍ ସ୍ତର ତିନି – ମଣ୍ଡଳୀ ନେତୃତ୍ଵ ଦ୍ଵାରା ଦୃଢୀକରଣ

  • Door43 ସମ୍ବନ୍ଧରେ - Door43 ପାଖରେ ପ୍ରକାଶନ ହେବାକୁ ଥିବା ସଂସ୍କରଣ ରହିବା ଆବଶ୍ୟକ । ଯଦି କାର୍ଯ୍ୟକୁ ବହୁ ଅଂଶ ବିଶିଷ୍ଟ device ଗୁଡ଼ିକରେ କରାଯାଇଥିଲା, ତେବେ ତାହାକୁ ଏକତ୍ର ମିଶ୍ରିତ କରିବା ଆବଶ୍ୟକ ହୋଇପାରେ ।

ସହଜରେ ଏକତ୍ର ମିଶ୍ରଣ କରିବା ପାଇଁ ବିଷୟବସ୍ତୁ / ସାମଗ୍ରୀ ଉପାଦାନର ସାହାଯ୍ୟ ପାଆନ୍ତୁ ( କୁ email କରନ୍ତୁ, କିମ୍ବା the #content-techs channel କୁ ବ୍ୟବହାର କରନ୍ତୁ) ।

  • ଚୁକ୍ତି - ଅନୁବାଦ ଓ ଯାଞ୍ଚ୍ କାର୍ଯ୍ୟରେ ଜଡ଼ିତ ପ୍ରତ୍ୟେକ ଜଣ ବିଶ୍ଵାସର ବକ୍ତବ୍ୟ, [ଅନୁବାଦ ନିର୍ଦ୍ଦେଶାବଳି], ଓ [ମୁକ୍ତ ଅନୁମତି ପତ୍ର] ରେ ସମ୍ମତି ହେବା ଆବଶ୍ୟକ । ଏହାକୁ Door43 ଏକଆଉଣ୍ଟ୍ ଖୋଲି କରାଯାଇପାରିବ କିଅବା ଦଲିଲ (ଫୋଟ ନକଲ)କାଗଜରେ ନିଜେ ସ୍ଵାକ୍ଷର କରି ପାରିବେ । Download ଯୋଗ୍ୟ ଚୁକ୍ତି ଫର୍ମଗୁଡ଼ିକ ନିମନ୍ତେ କୁ ଦେଖନ୍ତୁ ।

ମୂଳ ପାଠ ଅନୁରୋଧ ଫର୍ମ

ଆପଣ ଥରେ ପୂର୍ବରୁ ଆବଶ୍ୟକ ବିଷୟଗୁଡ଼ିକ ପାଇଲା ପରେ, ଆପଣ ମୂଳ ପାଠ ଅନୁରୋଧ ଫର୍ମକୁ ଲିଙ୍କ୍ ରେ ପୂରଣ କରିପାରିବେ । . ଫର୍ମ ସମ୍ବନ୍ଧୀୟ କେତେକ ମନ୍ତବ୍ୟ:

  • ଆପଣଙ୍କର ଅନୁରୋଧ ପ୍ରଦାନ କରିବା ପାଇଁ Door43 ଏକଆଉଣ୍ଟ୍ ରହିବା ଆବଶ୍ୟକ ।
  • ଆପଣ ଏଥିରେ ଜଡ଼ିତ ପ୍ରତ୍ୟେକ ଜଣର ନାମ ବା ଛଦ୍ମନାମ ଅନ୍ତର୍ଭୁକ୍ତ କରିବା ଆବଶ୍ୟକ । ଯଦି ଆପଣ ସେମାନଙ୍କ ନିମନ୍ତେ ରହିଥିବା ସ୍ଵାକ୍ଷର ଅନୁମତି ଚୁକ୍ତିପତ୍ରକୁ ସଂଯୁକ୍ତ କରି ନାହାଁନ୍ତି, ତେବେ ଆପଣ ଏଥିରେ ସେମାନଙ୍କର Door43 user ନାମଗୁଡ଼ିକୁ ମଧ୍ୟ ଅନ୍ତର୍ଭୁକ୍ତ କରିବେ ।
  • ଧ୍ୟାନ ଦିଅନ୍ତୁ ଯେ ଆପଣ ଏଥିରେ ଭରୁଥିବା ତଥ୍ୟଗୁଡିକ ସର୍ବସାଧାରଣଙ୍କର ହେବ ଓ ମୂଳ ପାଠର ଦର୍ଶକଙ୍କର ନିକଟବର୍ତ୍ତୀ ଭାଗ ହେବ । ଆପଣଙ୍କର ଫର୍ମ ହସ୍ତାଧୀନ କରାଯିବା ପରେ, ଯଦି କୌଣସି ବିଷୟ ହଜିଯାଉଛି, ତେବେ ଆପଣଙ୍କୁ ଯୋଗାଯୋଗ କରାଯିବ ।

ଥରେ ଆପଣଙ୍କର ଅନୁରୋଧକୁ ଅନୁମୋଦନ କରାଯିବା ପରେ, ଏହା ପ୍ରକାଶନର ଧାଡ଼ି ମଧ୍ୟକୁ ଯିବ, ଯେଉଁଠାରେ ଏହାକୁ ବିକଶିତ କରିବା ବ୍ୟକ୍ତି ଜଣକ ଅନୁବାଦକୁ ମୂଳ ପାଠ କରିବା ପାଇଁ କରାଜ୍ୟ କରିବ । ଯଦି ଏହାକୁ ଛାପି ପ୍ରକାଶନ ପ୍ରକ୍ରିୟା ସମୟରେ କୌଣସି ସମସ୍ୟାର ସମ୍ମୁଖୀନ ହୁଅନ୍ତି, ତେବେ ଆପଣଙ୍କୁ ମଧ୍ୟ ଏହାକୁ ବିକଶିତ କରିବା ବ୍ୟକ୍ତିଙ୍କ ଦ୍ଵାରା ଯୋଗାଯୋଗ କରାଯାଇପାରେ । ଯେତେବେଳେ ଏହି ପ୍ରକ୍ରିୟା ସଂପୂର୍ଣ୍ଣ ହେବ, ଆପଣଙ୍କୁ ସୂଚିତ କରାଯିବ ଓ ଆପଣ ପ୍ରକାଶନ କାର୍ଯ୍ୟର PDF କୁ ସମୀକ୍ଷା କରିପାରିବେ ।

ମୂଳ ପାଠ ପ୍ରକ୍ରିୟାର ସମାପ୍ତି

ମୂଳ ପାଠ ପ୍ରକାଶନ ପ୍ରକ୍ରିୟା ସଂପୂର୍ଣ୍ଣ ହେଲା ପରେ, ଆପଣଙ୍କ କାର୍ଯ୍ୟ ସେତେବେଳେ ଉପଲବ୍ଧ ହେବ:

  • ଅନଲାଇନ୍ unfoldingWord website ରେ
  • unfoldingWord ରୁ download ଯୋଗ୍ୟ PDF file ରୂପେ
  • translationStudio ରେ ଅନ୍ୟ ଭାଷା ନିମନ୍ତେ ମୂଳ ପାଠ ରୂପେ ବ୍ୟବହାର କରିବା ପାଇଁ (ପ୍ରଥମେ tS update ହେବା ଆବଶ୍ୟକ କରିପାରନ୍ତି) ।

Next we recommend you learn about:

  • *[ବଣ୍ଟନ ସମ୍ଵନ୍ଧୀୟ ପରିଚୟ

](#intro-share)*


6. Distributing

ବଣ୍ଟନ ସମ୍ଵନ୍ଧୀୟ ପରିଚୟ

This page answers the question: *ମୁଁ ବିଷୟବସ୍ତୁକୁ କିପରି ବଣ୍ଟନ କରିପାରିବି ?

*

In order to understand this topic, it would be good to read:

  • *[ପ୍ରକାଶନ ସମ୍ବନ୍ଧୀୟ ପରିଚୟ

](#intro-publishing)*

ବିତରଣ ସମୀକ୍ଷା

ଯଦି ବିଷୟବସ୍ତୁ ପ୍ରଚାରିତ ହୋଇ ବ୍ୟବହୃତ ହେବ ନାହିଁ, ତେବେ ଏହା ମୂଲ୍ୟହୀନ ଅଟେ । Door43 ଅନୁବାଦ ଓ ପ୍ରକାଶନ ମଞ୍ଚକୁ ବ୍ୟବହାର କରିବାର ଗୋଟିଏ ଉପକାର ରହିଛି, ଯାହାକି ଏହା ବିଷୟବସ୍ତୁ ବା ସାମଗ୍ରୀ ବିତରଣର ବହୁ ଅଂଶ ବିଶିଷ୍ଟ ଓ ସାଧାରଣ ମାଧ୍ୟମକୁ ଯୋଗାଇଥାଏ ।

ମୁକ୍ତ ଅନୁମତି ପତ୍ର

ସାମଗ୍ରୀ ବିତରଣକୁ ଉତ୍ସାହିତ କରୁଥିବା ବଡ କାରଣ ହେଉଛି (ମୁକ୍ତ ଅନୁମତି ପତ୍ର), ଯାହା Door43 ରେ ଥିବା ସମସ୍ତ ସାମଗ୍ରୀ ନିମନ୍ତେ ବ୍ୟବହୃତ । ଏହି ଅନୁମତି ପତ୍ର ସମସ୍ତଙ୍କୁ ସ୍ଵାଧୀନ ଦେଇଥାଏ, ଯେଉଁମାନଙ୍କୁ ଏହାର ଆବଶ୍ୟକ ଥାଏ:

  • ବାଣ୍ଟିବା/ଅଂଶୀ କରିବା - ସାମଗ୍ରୀକୁ ଯେକୌଣସି ମାଧ୍ୟମରେ ବା ଫୋର୍ମାଟ୍ ରେ ନକଲ ଓ ପୁନଃବିତରଣ କରିବା ।
  • ଗ୍ରହଣ କରିବା - ଶିକ୍ଷା ସାମଗ୍ରୀ ଉପରେ ପୁନଃ ମିଶ୍ରଣ, ପରିବର୍ତ୍ତନ ଓ ନିର୍ମାଣ କରିବା

ଯେକୌଣସି ଉଦ୍ଦେଶ୍ୟ ନିମନ୍ତେ, ଏପରିକି ବ୍ୟବସାୟିକ ଭାବରେ ।

ଅନୁମତି ପତ୍ରର ସର୍ତ୍ତ ଅଧୀନରେ ।

Next we recommend you learn about:

  • *[ବିଷୟବସ୍ତୁକୁ କିପରି ବାଣ୍ଟିବେ

](#share-content)*


ବିଷୟବସ୍ତୁକୁ କିପରି ବାଣ୍ଟିବେ

This page answers the question: *ମୁଁ କିପରି ବିଷୟବସ୍ତୁ ବଣ୍ଟନ କରି ପାରିବି ?

*

In order to understand this topic, it would be good to read:

  • *[ବଣ୍ଟନ ସମ୍ଵନ୍ଧୀୟ ପରିଚୟ

](#intro-share)*

tS ରୁ ବିଷୟବସ୍ତୁ/ସାମଗ୍ରୀକୁ share କରିବା

translationStudio ରେ ଥିବା ସାମଗ୍ରୀକୁ share କରିବା ସହଜ ଅଟେ । Offline share ନିମନ୍ତେ, tS ତାଲିକାରୁ Backup feature କୁ ବ୍ୟବହାର କର । Online share ନିମନ୍ତେ, tS ତାଲିକାରୁ Upload feature କୁ ବ୍ୟବହାର କର ।

Door43 ରେ ବିଷୟବସ୍ତୁକୁ share କରନ୍ତୁ ।

ଯଦି ଆପଣ translationStudio ରୁ ନିଜ କାର୍ଯ୍ୟକୁ upload କରନ୍ତି, ତେବେ ସ୍ଵୟଂଚାଳିତ ରୂପେ Internetର Door43ରେ ଦେଖାଯିବ । Upload ହୋଇଥିବା ଆପଣଙ୍କ ସମସ୍ତ ବିଷୟବସ୍ତୁ ଆପଣଙ୍କ user account ର ଅନ୍ତର୍ଗତ ଦେଖାଯିବ । ଉଦାହରଣ ସ୍ଵରୂପେ, ଯଦି ଆପଣଙ୍କ ବ୍ୟବହାରକର୍ତ୍ତାଙ୍କ (user) ନାମ test – user ଅଟେ, ତେବେ ଆପଣ ରେ ଆପଣଙ୍କର ସମସ୍ତ କାର୍ଯ୍ୟକୁ ପାଇପାରିବେ । ଆପଣ ନିଜ କାର୍ଯ୍ୟକୁ online ରେ ଅନ୍ୟମାନଙ୍କ ସହ share କରିପାରିବେ, ଏହା ଆପଣ upload କରିଥିବା ପ୍ରୋଜେକ୍ଟ୍ କୁ ଲିଙ୍କ୍ ଯୋଗାଇ ସେମମାନଙ୍କୁ ଦେଇ ପାରିବେ ।

offline ରେ ବିଷୟବସ୍ତୁକୁ share କରନ୍ତୁ ।

ଆପଣ Door43 ରେ ଆପଣଙ୍କର ପ୍ରୋଜେକ୍ଟ୍ ପୃଷ୍ଠାରୁ ଦଲିଲଗୁଡ଼ିକ generate ଓ download କରିପାରିବେ । ଥରେ ଆପଣ ଏହା downlod କରିବା ପରେ, ଆପଣ ସେଗୁଡ଼ିକୁ ଅନ୍ୟମାନଙ୍କ ନିକଟକୁ transfer କରି ପାରିବେ, ତଥାପି ଆପଣ hard copies କୁ ମୁଦ୍ରଣ ଓ ବିତରଣକୁ ଅନ୍ତର୍ଭୁକ୍ତ କରିବା ଇଚ୍ଛା କରି ପାରନ୍ତି ।