Philemon
Philemon 1
Philemon 1:1
ପାଉଲ ଏହି ପତ୍ର ଲେଖିବାବେଳେ କେଉଁଠାରେ ଥିଲେ?
ପାଉଲ ଏହି ପତ୍ର ଲେଖିବାବେଳେ କାରଗାରରେ ଥିଲେ ।
ଏହି ପତ୍ର କାହାକୁ ଲେଖାଯାଇଛି?
ପାଉଲଙ୍କ ପ୍ରିୟ ବନ୍ଧୁ ତଥା ସହକର୍ମୀ ଫିଲୀମୋନଙ୍କୁ ଏହି ପତ୍ର ଲେଖାଯାଇଛି ।
Philemon 1:2-3
କେଉଁ ସ୍ଥାନରେ ମଣ୍ଡଳୀ ସଭା ଅଛି?
ମଣ୍ଡଳୀ ସଭା ଏକ ଗୃହରେ ଅଛି ।
Philemon 1:4
ପାଉଲ ଫିଲୀମୋନଙ୍କ କେଉଁ ଭଲ ଗୁଣ ବିଷୟରେ ଶୁଣିଥିଲେ ?
ପାଉଲ ଫିଲୀମୋନଙ୍କ ପ୍ରେମ, ପ୍ରଭୁଙ୍କ ଠାରେ ବିଶ୍ଵାସ ଏବଂ ସମସ୍ତ ସାଧୁ ମାନଙ୍କ ପ୍ରତି ବିଶ୍ଵସ୍ତତା ବିଷୟରେ ଶୁଣିଥିଲେ [୧:୫] ।
ପାଉଲଙ୍କ ଅନୁସାରେ, ଫିଲୀମୋନ ସାଧୁମାନଙ୍କ ପ୍ରତି କ'ଣ କରିଛନ୍ତି ?
ଫିଲୀମୋନ ସମସ୍ତ ସାଧୁମାନଙ୍କ ହୃଦୟକୁ ପ୍ରଫୁଲ୍ଲିତ କରିଛନ୍ତି [୧:୭]
Philemon 1:5-6
ଫିଲୀମୋନ ବିଷୟରେ ପାଉଲ କେଉଁ ଉତ୍ତମ ଗୁଣ ଶୁଣିଛନ୍ତି?
ଫିଲୀମୋନଙ୍କ ପ୍ରଭୁଙ୍କଠାରେ ପ୍ରେମ, ବିଶ୍ୱାସ ଏବଂ ସମସ୍ତ ସାଧୁଙ୍କ ପ୍ରତି ବିଶ୍ୱସ୍ତତା ବିଷୟରେ ପାଉଲ ଶୁଣିଛନ୍ତି ।
Philemon 1:7
ପାଉଲଙ୍କ ଅନୁଯାୟୀ, ଫିଲୀମୋନ ସାଧୁମାନଙ୍କ ପାଇଁ କ’ଣ କରିଛନ୍ତି?
ଫିଲୀମୋନ ସାଧୁମାନଙ୍କ ହୃଦୟକୁ ସତେଜ କରିଛନ୍ତି ।
Philemon 1:8
ପାଉଲ ଫିଲୀମୋନଙ୍କୁ ଆଜ୍ଞା ଦେବା ପରିବର୍ତ୍ତେ କାହିଁକି ପଚାରୁଛନ୍ତି ?
ପାଉଲ ପ୍ରେମ ସକାଶେ ଫିଲୀମୋନଙ୍କୁ ପଚାରୁଛନ୍ତି [୧:୯]
Philemon 1:9
ପାଉଲ ଫିଲୀମୋନଙ୍କୁ ନିର୍ଦ୍ଦେଶ ଦେବା ପରିବର୍ତ୍ତେ ତାଙ୍କୁ କିଛି ପଚାରୁଛନ୍ତି କାହିଁକି?
ପ୍ରେମ ହେତୁ ପାଉଲ ଫିଲୀମୋନଙ୍କୁ ପଚାରୁଛନ୍ତି ।
Philemon 1:10-11
ପାଉଲ ଅନୀସିମକୁ କ’ଣ ଡାକିଲେ?
ପାଉଲ ଅନୀସିମକୁ ତାଙ୍କ ପୁତ୍ର ବୋଲି ଡାକିଲେ ।
ଯେତେବେଳେ ପାଉଲ ଅନୀସିମର ପିତା ହେଲେ, ସେତେବେଳେ ସେ କେଉଁଠାରେ ଥିଲେ?
ପାଉଲ କାରାଗାରର ଶିକୁଳିରେ ଥିଲେ।
Philemon 1:12
ପାଉଲ ଅନୀସିମ ସହ କ’ଣ କରିଛନ୍ତି?
ପାଉଲ ଅନୀସିମକୁ ଫିଲୀମୋନଙ୍କ ନିକଟକୁ ପଠାଇଛନ୍ତି ।
Philemon 1:13
ପାଉଲ ଏହି ପତ୍ର ଲେଖିବାବେଳେ କେଉଁଠାରେ ଅଛନ୍ତି?
ପାଉଲ ଏହି ପତ୍ର ଲେଖିବାବେଳେ କାରଗାରରେ ଅଛନ୍ତି ।
ଅନୀସିମ କ’ଣ କରିବାକୁ ସମର୍ଥ ହେଉ ବୋଲି ପାଉଲ ଚାହାଁନ୍ତି?
ପାଉଲ ଚାହୁଁଛନ୍ତି ଯେ ଅନୀସିମ ତାଙ୍କୁ ସାହାଯ୍ୟ କରିବାକୁ ସମର୍ଥ ହୁଅନ୍ତୁ ।
Philemon 1:14
ଅନୀସିମ ସହ ଫିଲୀମୋନ କ’ଣ କରନ୍ତୁ ବୋଲି ପାଉଲ ଚାହାଁନ୍ତି?
ଫିଲୀମୋନ ଅନୀସିମକୁ ଦାସରୁ ମୁକ୍ତ କରି ଅନୀସିମକୁ ପାଉଲଙ୍କ ନିକଟକୁ ଫେରିବାକୁ ରାଜି ହୁଅନ୍ତୁ ବୋଲି ପାଉଲ ଚାହାଁନ୍ତି ।
Philemon 1:15
ଅନୀସିମ ସହ ଫିଲୀମୋନ କ’ଣ କରନ୍ତୁ ବୋଲି ପାଉଲ ଚାହାଁନ୍ତି?
ଫିଲୀମୋନ ଅନୀସିମକୁ ଦାସରୁ ମୁକ୍ତ କରି ଅନୀସିମକୁ ପାଉଲଙ୍କ ନିକଟକୁ ଫେରିବାକୁ ରାଜି ହୁଅନ୍ତୁ ବୋଲି ପାଉଲ ଚାହାଁନ୍ତି ।
Philemon 1:16-17
ଅନୀସିମ ସହ ଫିଲୀମୋନ କ’ଣ କରନ୍ତୁ ବୋଲି ପାଉଲ ଚାହାଁନ୍ତି?
ଫିଲୀମୋନ ଅନୀସିମକୁ ଦାସରୁ ମୁକ୍ତ କରି ଅନୀସିମକୁ ପାଉଲଙ୍କ ନିକଟକୁ ଫେରିବାକୁ ରାଜି ହୁଅନ୍ତୁ ବୋଲି ପାଉଲ ଚାହାଁନ୍ତି ।
ପାଉଲ ବର୍ତ୍ତମାନ ଫିଲୀମୋନଙ୍କୁ ଅନୀସିମ ବିଷୟରେ ବିଚାର କରିବାକୁ କିପରି ଚାହୁଁଛନ୍ତି?
ଫିଲୀମୋନଙ୍କୁ ଅନୀସିମକୁ ଏକ ପ୍ରିୟ ଭାଇ ଭାବରେ ବିବେଚନା କରନ୍ତୁ ବୋଲି ପାଉଲ ଚାହୁଁଛନ୍ତି ।
Philemon 1:18
ଅନୀସିମର ଋଣ ବିଷୟରେ ଫିଲୀମୋନ କ’ଣ କରନ୍ତୁ ବୋଲି ପାଉଲ ଚାହାଁନ୍ତି ।
ଅନୀସିମର ସମସ୍ତ ଋଣ ଫିଲୀମୋନ ପାଉଲଙ୍କ ହିସାବରେ ଲେଖନ୍ତୁ ବୋଲି ପାଉଲ ଚାହୁଁଛନ୍ତି ।
Philemon 1:19-20
ଫିଲୀମୋନ ପାଉଲଙ୍କ ନିକଟରେ କ’ଣ ଋଣୀ ଥିଲେ?
ଫିଲୀମୋନ ପାଉଲଙ୍କନିକଟରେ ତାଙ୍କର ଜୀବନ ଋଣୀ ଥିଲେ ।
Philemon 1:21
ଅନୀସିମକୁ ଫିଲୀମୋନ ପାଉଲଙ୍କ ନିକଟକୁ ପଠାନ୍ତୁ ବୋଲି ଆଶା କରନ୍ତି କି?
ହଁ, ପାଉଲ ନିଶ୍ଚିତ ଥିଲେ ଯେ ଫିଲୀମୋନ ଅନୀସିମକୁ ପଠାଇବେ ।
Philemon 1:22-25
ଫିଲୀମୋନ ପାଉଲଙ୍କ ପାଇଁ କ’ଣ କରନ୍ତୁ ବୋଲି ସେ ଚାହାଁନ୍ତି?
ପାଉଲ ଚାହୁଁଛନ୍ତି ଯେ ଫିଲୀମୋନ ପାଉଲଙ୍କ ପାଇଁ ଏକ ଅତିଥିଶାଳାର ପ୍ରସ୍ତୁତ କରନ୍ତୁ ।
ଫିଲୀମୋନ କାହିଁକି ଏହା କରନ୍ତୁ ବୋଲି ପାଉଲ ଚାହାଁନ୍ତି?
ପାଉଲ ଆଶା କରନ୍ତି ଯେ ଈଶ୍ଵର ତାଙ୍କୁ ପୁନର୍ବାର ଫିଲୀମୋନ ନିକଟକୁ ପଠାଇବେ ।