ଓଡ଼ିଆ (Oriya): translationQuestions

Updated ? hours ago # views See on DCS Draft Material

1 Peter

1 Peter 1

1 Peter 1:1-2

ପିତର କାହାର ଜଣେ ପ୍ରେରିତ ଥିଲେ?

ପିତର ଯୀଶୁ ଖ୍ରୀଷ୍ଟଙ୍କର ଜଣେ ପ୍ରେରିତ ଥିଲେ ।

ପିତର କାହାକୁ ଲେଖିଥିଲେ?

ପିତର ପନ୍ତ, ଗାଲାତୀୟ, କାପ୍ପାଦକିଆ, ଏସିଆ ଓ ବୀଥୂନିଆ ଅଞ୍ଚଳଗୁଡ଼ିକରେ ଛିନ୍ନଭିନ୍ନ ହୋଇ ଯେଉଁ ପ୍ରବାସୀମାନେ ବାସ କରୁଥିଲେ ସେମାନଙ୍କୁ ଲେଖିଥିଲେ।

1 Peter 1:3

ପିତର କାହାକୁ ଆଶୀର୍ବାଦ କରିବାକୁ ଚାହୁଁଥିଲେ?

ପିତର ଚାହୁଁଥିଲେ ଯେ ସେମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପିତା ଏବଂ ପିତା ଈଶ୍ଵର ଆଶୀର୍ବାଦ ପ୍ରାପ୍ତ ହୁଅନ୍ତୁ।

ଈଶ୍ଵର ସେମାନଙ୍କୁ କିପରି ଏକ ନୂତନ ଜନ୍ମ ଦେଲେ?

ତାଙ୍କର ମହାନ ଦୟାରେ, ଈଶ୍ଵର ସେମାନଙ୍କୁ ଯୀଶୁ ଖ୍ରୀଷ୍ଟଙ୍କ ମୃତ୍ୟୁରୁ ପୁନରୁତ୍ଥାନ ଦ୍ୱାରା ଏକ ନୂତନ ଜନ୍ମ ଦେଲେ ।

1 Peter 1:4

କାହିଁକି ଉତ୍ତରାଧିକାରୀ ଅକ୍ଷୟ, ଅକଳଙ୍କିତ କିମ୍ବା ଲୋପ ପାଇବ ନାହିଁ?

ଉତ୍ତରାଧିକାରୀ ଅକ୍ଷୟ, ଅକଳଙ୍କିତ କିମ୍ବା ଲୋପ ପାଇବ ନାହିଁ କାରଣ ଉତ୍ତରାଧିକାରୀ ସେମାନଙ୍କ ପାଇଁ ସ୍ୱର୍ଗରେ ସଂରକ୍ଷିତ ହୋଇଅଛି ।

1 Peter 1:5-6

କେଉଁ ଉପାୟରେ ସେମାନେ ଈଶ୍ଵରଙ୍କ ଶକ୍ତିରେ ସୁରକ୍ଷିତ ଥିଲେ?

ଶେଷ ସମୟରେ ପ୍ରକାଶ ପାଇବାକୁ ପ୍ରସ୍ତୁତ ଥିବା ପରିତ୍ରାଣ ପାଇଁ ସେମାନଙ୍କୁ ବିଶ୍ୱାସ ଦ୍ୱାରା ସୁରକ୍ଷିତ କରାଯାଇଥିଲା ।

1 Peter 1:7

ଅନେକ ଭିନ୍ନ ପରୀକ୍ଷଣରେ ସେମାନଙ୍କ ପାଇଁ ଦୁଃଖ ଅନୁଭବ କରିବା କାହିଁକି ଆବଶ୍ୟକ ଥିଲା?

ଏହା ଆବଶ୍ୟକ ଥିଲା ଯେପରି ସେମାନଙ୍କର ବିଶ୍ୱାସ ପରୀକ୍ଷା କରାଯିବ, ଏବଂ ସେମାନଙ୍କର ବିଶ୍ଵାସ ଯୀଶୁ ଖ୍ରୀଷ୍ଟଙ୍କ ପ୍ରକାଶନରେ ପ୍ରଶଂସା, ଗୌରବ ଏବଂ ସମ୍ମାନର ପରିଣାମ ପାଇବ ।

ବିନାଶ ହେଉଥିବା ସୁବର୍ଣ୍ଣଠାରୁ ଅଧିକ ମୂଲ୍ୟବାନ କ’ଣ ଅଟେ?

ବିଶ୍ୱାସ ସୁବର୍ଣ୍ଣଠାରୁ ଅଧିକ ମୂଲ୍ୟବାନ ଅଟେ।

1 Peter 1:8

ଯଦିଓ ବିଶ୍ଵାସୀମାନେ ଯୀଶୁଙ୍କୁ ଦେଖିନଥିଲେ, ସେମାନେ କ’ଣ କଲେ?

ସେମାନେ ତାଙ୍କୁ ପ୍ରେମ କରୁଥିଲେ ଏବଂ ତାଙ୍କଠାରେ ବିଶ୍ୱାସ କରୁଥିଲେ ଏବଂ ଗୌରବରେ ପରିପୂର୍ଣ୍ଣ ଅକଥନୀୟ ଆନନ୍ଦରେ ବହୁତ ଆନନ୍ଦିତ ଥିଲେ ।

1 Peter 1:9

ଯେଉଁମାନେ ତାଙ୍କଠାରେ ବିଶ୍ୱାସ କରୁଥିଲେ, ସେମାନେ ସେମାନଙ୍କର ବିଶ୍ୱାସର ପରିଣାମ ସ୍ୱରୂପ କ’ଣ ପାଇଲେ?

ସେମାନେ ସେମାନଙ୍କର ଆତ୍ମାର ପରିତ୍ରାଣ ପାଇଲେ ।

1 Peter 1:10

ଭବିଷ୍ୟ‌ଦ୍‌ବକ୍ତାମାନେ କ’ଣ ଯତ୍ନ ସହକାରେ ଅନୁସନ୍ଧାନ କଲେ?

ଭବିଷ୍ୟ‌ଦ୍‌ବକ୍ତାମାନେ ବିଶ୍ଵାସୀମାନେ ପ୍ରାପ୍ତ କରୁଥିବା ପରିତ୍ରାଣ ବିଷୟରେ, ସେମାନଙ୍କର ଅନୁଗ୍ରହ ବିଷୟରେ ଅନୁସନ୍ଧାନ କଲେ ।

1 Peter 1:11

ଖ୍ରୀଷ୍ଟଙ୍କ ଆତ୍ମା ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ ପୂର୍ବରୁ କ’ଣ କହୁଥିଲେ?

ସେ ସେମାନଙ୍କୁ ଖ୍ରୀଷ୍ଟଙ୍କ ଦୁଃଖ ଏବଂ ତାଙ୍କ ଅନୁସରଣ କରୁଥିବା ଗୌରବ ବିଷୟରେ କହୁଥିଲେ ।

1 Peter 1:12

ଭବିଷ୍ୟ‌ଦ୍‌ବକ୍ତାମାନେ ସେମାନଙ୍କର ଅନୁସନ୍ଧାନ ଏବଂ ନିରୀକ୍ଷଣ ଦ୍ୱାରା କାହାକୁ ସେବା କରୁଥିଲେ?

ସେମାନେ ବିଶ୍ୱାସୀମାନଙ୍କର ସେବା କରୁଥିଲେ।

ଭବିଷ୍ୟ‌ଦ୍‌ବକ୍ତାଙ୍କ ଅନୁସନ୍ଧାନ ଏବଂ ନିରୀକ୍ଷଣ ପରିଣାମ ପ୍ରକାଶ କରିବାକୁ କିଏ ଇଚ୍ଛା କଲା?

ଏପରିକି ସ୍ୱର୍ଗଦୂତମାନେ ଫଳାଫଳ ପ୍ରକାଶ କରିବାକୁ ଚାହୁଁଥିଲେ।

1 Peter 1:13

ପିତର ବିଶ୍ବାସୀମାନଙ୍କୁ ଆଜ୍ଞାକାରୀ ସନ୍ତାନ ଭାବରେ କ’ଣ କରିବାକୁ ଆଦେଶ ଦେଲେ?

ଈଶ୍ଵରଙ୍କ ଆଜ୍ଞା ପାଳନ କରିବାକୁ, ସେମାନଙ୍କ ଚିନ୍ତାଧାରାରେ ସାବଧାନ ରହିବାକୁ, ଏବଂ ସେମାନଙ୍କୁ ପ୍ରଦାନ କରାଯାଉଥିବା ଅନୁଗ୍ରହ ଉପରେ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସ ରଖିବାକୁ ଏବଂ ସେମାନଙ୍କର ପୂର୍ବ ଇଚ୍ଛା ଅନୁଯାୟୀ ନିଜକୁ ନ ରଖିବାକୁ ସେ ସେମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

1 Peter 1:14

1 Peter 1:15

ବିଶ୍ଵାସୀମାନେ ପବିତ୍ର ହେବା ଉଚିତ ବୋଲି ପିତର କାହିଁକି କହିଲେ?

କାରଣ ଯିଏ ସେମାନଙ୍କୁ ଆହ୍ୱାନ କରିଛନ୍ତି ସେ ପବିତ୍ର ଅଟନ୍ତି।

1 Peter 1:16

ବିଶ୍ଵାସୀମାନେ ପବିତ୍ର ହେବା ଉଚିତ ବୋଲି ପିତର କାହିଁକି କହିଲେ?

କାରଣ ଯିଏ ସେମାନଙ୍କୁ ଆହ୍ୱାନ କରିଛନ୍ତି ସେ ପବିତ୍ର ଅଟନ୍ତି।

1 Peter 1:17

ବିଶ୍ଵାସୀମାନେ କାହିଁକି ସେମାନଙ୍କର ଯାତ୍ରା ସମୟକୁ’ ଭୟରେ ବିତାଇବା ଉଚିତ?

କାରଣ ସେମାନଙ୍କୁ ଆହ୍ୱାନ କରିଛନ୍ତି ଯିଏ ପ୍ରତ୍ୟେକ ବ୍ୟକ୍ତିଙ୍କ କାର୍ଯ୍ୟ ଅନୁଯାୟୀ ନିରପେକ୍ଷ ଭାବରେ ବିଚାର କରନ୍ତି ତାହାଙ୍କୁ ସେମାନେ “ପିତା” କହନ୍ତି ।

1 Peter 1:18

ବିଦେଶୀ, ମନୋନୀତ ବ୍ୟକ୍ତିମାନେ କାହାଠାରୁ ବୃଥା ଆଚରଣ ଶିଖିଲେ?

ସେମାନେ ସେମାନଙ୍କର ପିତାଙ୍କମାନଠାରୁ ବୃଥା ଆଚରଣ ଶିଖିଥିଲେ।

ବିଶ୍ଵାସୀମାନେ କେଉଁ ବିଷୟରୁ ମୁକ୍ତି ପାଇଲେ?

ସେମାନେ ରୂପା କିମ୍ବା ସୁନାରେ ମୁକ୍ତ ହୋଇନଥିଲେ, କିନ୍ତୁ ଖ୍ରୀଷ୍ଟଙ୍କ ରକ୍ତରେ, ନିଖୁଣ ଏବଂ ଦାଗହୀନ ମେଷଶାବକ ପରି ମୁକ୍ତ ହୋଇଥିଲେ।

1 Peter 1:19

ବିଶ୍ଵାସୀମାନେ କେଉଁ ବିଷୟରୁ ମୁକ୍ତି ପାଇଲେ?

ସେମାନେ ରୂପା କିମ୍ବା ସୁନାରେ ମୁକ୍ତ ହୋଇନଥିଲେ, କିନ୍ତୁ ଖ୍ରୀଷ୍ଟଙ୍କ ରକ୍ତରେ, ନିଖୁଣ ଏବଂ ଦାଗହୀନ ମେଷଶାବକ ପରି ମୁକ୍ତ ହୋଇଥିଲେ।

1 Peter 1:20-21

ଖ୍ରୀଷ୍ଟ କେବେ ନିରୂପିତ, ଏବଂ ସେ କେବେ ପ୍ରକାଶିତ ହେଲେ?

ଜଗତର ପ୍ରତିଷ୍ଠା ପୂର୍ବରୁ ସେ ନିରୂପିତ ଥିଲେ; ଶେଷ ସମୟରେ ସେ ବିଦେଶୀମାନଙ୍କୁ, ମନୋନୀତ ଲୋକମାନଙ୍କୁ ପ୍ରକାଶିତ ହେଲେ ।

1 Peter 1:22

ବିଶ୍ଵାସୀମାନେ କିପରି ସେମାନଙ୍କର ଆତ୍ମାକୁ ଶୁଦ୍ଧ କଲେ?

ଭାଇଭଉଣୀ ପ୍ରେମ ପାଇଁ ସତ୍ୟକୁ ମାନିବା ଦ୍ୱାରା ସେମାନେ ସେମାନଙ୍କର ଆତ୍ମାକୁ ଶୁଦ୍ଧ କଲେ ।

1 Peter 1:23

ବିଶ୍ଵାସୀମାନେ କିପରି ନୂତନୀକୃତ ହେଲେ?

ସେମାନେ କ୍ଷୟଣୀୟ ବୀଜରୁ ନୁହେଁ, ବରଂ ଅକ୍ଷୟ ବୀଜରୁ, ଅର୍ଥାତ୍‍ ଈଶ୍ବରଙ୍କ ଜୀବନ୍ତ ଓ ନିତ୍ୟସ୍ଥାୟୀ ବାକ୍ୟ ଦ୍ୱାରା ନୂତନୀକୃତ ହେଲେ।

1 Peter 1:24

ସମସ୍ତ ଶରୀର କ’ଣ ଏବଂ ଏହାର ଗୌରବ କ’ଣ?

ଶରୀର ଘାସ ପରି; ଏହାର ଗୌରବ ଘାସର ଫୁଲ ସଦୃଶ ଅଟେ।

1 Peter 1:25

ପ୍ରଭୁଙ୍କ ବାକ୍ୟରେ କ’ଣ ହୁଏ?

ପ୍ରଭୁଙ୍କ ବାକ୍ୟ ଚିରକାଳ ପାଇଁ ଜୀବିତ ରହିଥାଏ

1 Peter 2

1 Peter 2:1

ବିଶ୍ଵାସୀମାନଙ୍କୁ କ’ଣ ଅଲଗା ରଖିବାକୁ କୁହାଗଲା?

ସମସ୍ତ ମନ୍ଦ ପ୍ରତାରଣା, କପଟୀ, ଈର୍ଷା ଏବଂ ଅପବାଦକୁ ଏଡ଼ାଇବାକୁ ସେମାନଙ୍କୁ କୁହାଗଲା।

1 Peter 2:2-3

କାହିଁକି ବିଶ୍ଵାସୀମାନେ ଶୁଦ୍ଧ ଆତ୍ମିକ କ୍ଷୀର ପାଇଁ ଲାଳାୟିତ ହେଲେ?

ସେମାନେ ଶୁଦ୍ଧ ଆତ୍ମିକ କ୍ଷୀର ପାଇଁ ଇଚ୍ଛା କରୁଥିଲେ ଯାହା ଦ୍ଵାରା ସେମାନେ ପରିତ୍ରାଣରେ ବୃଦ୍ଧି କରିପାରିବେ ।

1 Peter 2:4

ଜୀବନ୍ତ ପଥର ଏବଂ ଈଶ୍ଵରଙ୍କ ଦ୍ୱାରା ମନୋନୀତ ବ୍ୟକ୍ତି କିଏ ଥିଲେ ଯାହାକୁ ଲୋକମାନେ ପ୍ରତ୍ୟାଖ୍ୟାନ କରିଥିଲେ?

ଯୀଶୁ ଖ୍ରୀଷ୍ଟ ଜୀବନ୍ତ ପଥର ଥିଲେ।

1 Peter 2:5-6

ଜୀବନ୍ତ ପଥର ଏବଂ ଈଶ୍ଵରଙ୍କ ଦ୍ୱାରା ମନୋନୀତ ବ୍ୟକ୍ତି କିଏ ଥିଲେ ଯାହାକୁ ଲୋକମାନେ ପ୍ରତ୍ୟାଖ୍ୟାନ କରିଥିଲେ?

ଯୀଶୁ ଖ୍ରୀଷ୍ଟ ଜୀବନ୍ତ ପଥର ଥିଲେ।

କାହିଁକି ବିଶ୍ଵାସୀମାନେ ଜୀବନ୍ତ ପଥର ପରି ଥିଲେ?

ସେମାନେ ଜୀବନ୍ତ ପଥର ପରି ଥିଲେ କାରଣ ସେମାନେ ଏକ ଆତ୍ମିକ ଗୃହ ଭାବରେ ନିର୍ମାଣ ହେଉଥିଲେ ।

1 Peter 2:7

ନିର୍ମାଣକାରୀମାନେ କାହିଁକି ବାକ୍ୟକୁ ଅବମାନନା କଲେ?

ନିର୍ମାଣକାରୀମାନେ ଝୁଣ୍ଟି ପଡ଼ିଲେ କାରଣ ସେମାନେ ତାହା କରିବାକୁ ନିଯୁକ୍ତ ହୋଇଥିଲେ ।

1 Peter 2:8

ନିର୍ମାଣକାରୀମାନେ କାହିଁକି ବାକ୍ୟ ଅବମାନନା କଲେ?

ନିର୍ମାଣକାରୀମାନେ ଝୁଣ୍ଟି ପଡ଼ିଲେ କାରଣ ସେମାନେ ତାହା କରିବାକୁ ନିଯୁକ୍ତ ହୋଇଥିଲେ ।

1 Peter 2:9

ବିଶ୍ଵାସୀମାନେ କାହିଁକି ଏକ ମନୋନୀତ ବଂଶ, ରାଜକୀୟ ଯାଜକବର୍ଗ, ପବିତ୍ର ଜାତି ପୁଣି, ଈଶ୍ବରଙ୍କ ନିଜସ୍ୱ ପ୍ରଜା ହେଲେ?

ସେମାନେ ମନୋନୀତ ହୋଇଥିଲେ ଯେପରି ସେମାନେ ଈଶ୍ଵରଙ୍କ ଅଦ୍ଭୁତ କାର୍ଯ୍ୟ ଘୋଷଣା କରିପାରନ୍ତି ।

1 Peter 2:10

ବିଶ୍ଵାସୀମାନେ କାହିଁକି ଏକ ମନୋନୀତ ବଂଶ, ରାଜକୀୟ ଯାଜକବର୍ଗ, ପବିତ୍ର ଜାତି ପୁଣି, ଈଶ୍ବରଙ୍କ ନିଜସ୍ୱ ପ୍ରଜା ହେଲେ?

ସେମାନେ ମନୋନୀତ ହୋଇଥିଲେ ଯେପରି ସେମାନେ ଈଶ୍ଵରଙ୍କ ଅଦ୍ଭୁତ କାର୍ଯ୍ୟ ଘୋଷଣା କରିପାରନ୍ତି ।

1 Peter 2:11

ପିତର କାହିଁକି ପ୍ରିୟଲୋକମାନଙ୍କୁ ପାପପୂର୍ଣ୍ଣ ଇଚ୍ଛାଠାରୁ ଦୂରେଇ ରହିବାକୁ କହିଲେ?

ସେ ସେମାନଙ୍କୁ ନିବୃତ୍ତ ରହିବାକୁ କହିଲେ ଯେପରି ଯେଉଁମାନେ ସେମାନଙ୍କ ବିଷୟରେ ମନ୍ଦ କାର୍ଯ୍ୟ କରିଥିବେ ସେମାନଙ୍କ ଉତ୍ତମ ଆଚରଣ ଦେଖି ଈଶ୍ଵରଙ୍କୁ ପ୍ରଶଂସା କରିବେ ।

1 Peter 2:12

1 Peter 2:13

ବିଶ୍ଵାସୀମାନେ କାହିଁକି ପ୍ରତ୍ୟେକ ମାନବୀୟ ବିଧାନର ବଶୀଭୂତ ହେବାକୁ ଲାଗିଲେ?

ସେମାନେ ପ୍ରତ୍ୟେକ ମାନବୀୟ ବିଧାନର ବଶୀଭୂତ ହେବାକୁ ଲାଗିଲେ କାରଣ ଈଶ୍ଵର ସେମାନଙ୍କର ଆଜ୍ଞା ପାଳନ କରିବାକୁ ମୂର୍ଖ ଲୋକମାନଙ୍କର ଅଜ୍ଞାନ କଥାବାର୍ତ୍ତାକୁ ବନ୍ଦ କରିବା ପାଇଁ ଚାହୁଁଥିଲେ ।

1 Peter 2:14

1 Peter 2:15

1 Peter 2:16-17

ସେମାନଙ୍କର ସ୍ୱାଧୀନତାକୁ ଦୁଷ୍ଟତାର ଆବରଣ ଭାବରେ ବ୍ୟବହାର କରିବା ପରିବର୍ତ୍ତେ, ବିଦେଶୀମାନେ, ମନୋନୀତ ବ୍ୟକ୍ତିମାନେ କ’ଣ କରିବେ?

ସେମାନେ ସେମାନଙ୍କର ସ୍ୱାଧୀନତାକୁ ଈଶ୍ଵରଙ୍କ ଦାସଦାସୀ ଭାବରେ ବ୍ୟବହାର କରିବା ଉଚିତ୍ ।

1 Peter 2:18

ସେବକମାନେ କାହିଁକି ସେମାନଙ୍କର ମାଲିକମାନଙ୍କ ଅଧୀନରେ ରହିବା ଉଚିତ, ଏପରିକି ଦୁଷ୍ଟମାନେ ମଧ୍ୟ?

ସେବକମାନେ ଦୁଷ୍ଟ ମାଲିକମାନଙ୍କ ଅଧୀନରେ ମଧ୍ୟ ରହିବା ଉଚିତ କାରଣ ଉତ୍ତମ କର୍ମ କରିବା ଏବଂ ପରେ ଦଣ୍ଡ ପାଇବା ଦ୍ୱାରା ଯନ୍ତ୍ରଣା ଭୋଗିବା ଈଶ୍ଵରଙ୍କ ପାଇଁ ପ୍ରଶଂସନୀୟ ଅଟେ।

1 Peter 2:19

1 Peter 2:20

1 Peter 2:21

ଉତ୍ତମ କର୍ମ ପାଇଁ ସେବକମାନେ କାହିଁକି ଯନ୍ତ୍ରଣା ଭୋଗିବା ଉଚିତ?

କାରଣ ଖ୍ରୀଷ୍ଟ ସେମାନଙ୍କ ପାଇଁ ଯନ୍ତ୍ରଣା ଭୋଗିଲେ, ସେମାନଙ୍କ ପାଇଁ ଏକ ଉଦାହରଣ ଦେଲେ, ଏବଂ ଯିଏ ନ୍ୟାୟ ବିଗ୍ଭର କରନ୍ତି, ସେ ନିଜକୁ ସମର୍ପଣ କଲେ ।

1 Peter 2:22

ଉତ୍ତମ କର୍ମ ପାଇଁ ସେବକମାନେ କାହିଁକି ଯନ୍ତ୍ରଣା ଭୋଗିବା ଉଚିତ?

କାରଣ ଖ୍ରୀଷ୍ଟ ସେମାନଙ୍କ ପାଇଁ ଯନ୍ତ୍ରଣା ଭୋଗିଲେ, ସେମାନଙ୍କ ପାଇଁ ଏକ ଉଦାହରଣ ଦେଲେ, ଏବଂ ଯିଏ ନ୍ୟାୟ ବିଗ୍ଭର କରନ୍ତି, ସେ ନିଜକୁ ସମର୍ପଣ କଲେ ।

1 Peter 2:23

ଉତ୍ତମ କର୍ମ ପାଇଁ ସେବକମାନେ କାହିଁକି ଯନ୍ତ୍ରଣା ଭୋଗିବା ଉଚିତ?

କାରଣ ଖ୍ରୀଷ୍ଟ ସେମାନଙ୍କ ପାଇଁ ଯନ୍ତ୍ରଣା ଭୋଗିଲେ, ସେମାନଙ୍କ ପାଇଁ ଏକ ଉଦାହରଣ ଦେଲେ, ଏବଂ ଯିଏ ନ୍ୟାୟ ବିଗ୍ଭର କରନ୍ତି, ସେ ନିଜକୁ ସମର୍ପଣ କଲେ ।

1 Peter 2:24

ଖ୍ରୀଷ୍ଟ କାହିଁକି ନିଜ ଶରୀରରେ ପିତର, ବିଶ୍ଵାସୀ ଏବଂ ସେବକମାନଙ୍କ ପାପକୁ ବୃକ୍ଷକୁ ବହିନେଲେ?

ସେ ସେମାନଙ୍କର ପାପ ବହନ କଲେ ଯାହା ଦ୍ଵାରା ସେମାନେ ଆଉ ପାପରେ ଅଂଶଗ୍ରହଣ ନ କରିବେ, ବରଂ ଧାର୍ମିକତା ପାଇଁ ବଞ୍ଚିବେ, ଏବଂ ସେମାନେ ତାଙ୍କ କ୍ଷତ ଦ୍ୱାରା ସୁସ୍ଥ ହେବେ।

1 Peter 2:25

ସମସ୍ତେ ହଜିଯାଇଥିବା ମେଷ ପରି ଏଣେତେଣେ ବୁଲିବା ପରେ ସେମାନେ କାହା ନିକଟକୁ ଫେରିଗଲେ?

ସେମାନେ ସମସ୍ତେ ସେମାନଙ୍କର ଆତ୍ମାର ମେଷପାଳକ ଏବଂ ଅଭିଭାବକଙ୍କ ନିକଟକୁ ଫେରିଗଲେ ।

1 Peter 3

1 Peter 3:1-2

ପତ୍ନୀମାନେ କାହିଁକି ନିଜ ସ୍ୱାମୀଙ୍କ ନିକଟରେ ବଶୀଭୂତ ହେବା ଉଚିତ?

ପତ୍ନୀମାନେ ବଶୀଭୂତ ହେବା ଉଚିତ୍ ଯେପରି ସେହି ଅବାଧ୍ୟ ସ୍ୱାମୀମାନେ ବିନା ବାକ୍ୟରେ ଜିତାଯାଇ ପାରିବେ ।

1 Peter 3:3

ପତ୍ନୀମାନେ କିପରି ନିଜକୁ ସଜାଇବା ଉଚିତ୍?

ପତ୍ନୀମାନେ ହୃଦୟରେ ଭଦ୍ର ଏବଂ ଶାନ୍ତ ଆତ୍ମାର ସ୍ଥାୟୀ ସୌନ୍ଦର୍ଯ୍ୟରେ ନିଜକୁ ସଜାଇବା ଉଚିତ ।

1 Peter 3:4

ପତ୍ନୀମାନେ କିପରି ନିଜକୁ ସଜାଇବା ଉଚିତ୍?

ପତ୍ନୀମାନେ ହୃଦୟରେ ଭଦ୍ର ଏବଂ ଶାନ୍ତ ଆତ୍ମାର ସ୍ଥାୟୀ ସୌନ୍ଦର୍ଯ୍ୟରେ ନିଜକୁ ସଜାଇବା ଉଚିତ ।

1 Peter 3:5

କେଉଁ ପବିତ୍ର ସ୍ତ୍ରୀ ପିତରଙ୍କ ଉଦାହରଣ ଭାବରେ ଉଲ୍ଲେଖ କରିଛନ୍ତି ଯିଏ ଈରଙ୍କ ଉପରେ ଭରସା ରଖିଛନ୍ତି ଏବଂ ତାଙ୍କ ସ୍ୱାମୀଙ୍କ ନିକଟରେ ଅଧିନ ଅଟନ୍ତି?

ପିତର ସାରାଙ୍କୁ ଏକ ଉଦାହରଣ ଭାବରେ ଉଲ୍ଲେଖ କରିଥିଲେ ।

1 Peter 3:6

କେଉଁ ପବିତ୍ର ସ୍ତ୍ରୀ ପିତରଙ୍କ ଉଦାହରଣ ଭାବରେ ଉଲ୍ଲେଖ କରିଛନ୍ତି ଯିଏ ଈରଙ୍କ ଉପରେ ଭରସା ରଖିଛନ୍ତି ଏବଂ ତାଙ୍କ ସ୍ୱାମୀଙ୍କ ନିକଟରେ ଅଧିନ ଅଟନ୍ତି?

ପିତର ସାରାଙ୍କୁ ଏକ ଉଦାହରଣ ଭାବରେ ଉଲ୍ଲେଖ କରିଥିଲେ ।

1 Peter 3:7

ଜ୍ଞାନ ଅନୁସାରେ ସ୍ୱାମୀମାନେ ନିଜ ସ୍ତ୍ରୀମାନଙ୍କ ସହିତ କାହିଁକି ରହିବା ଉଚିତ?

ଜ୍ଞାନ ଅନୁସାରେ ସ୍ୱାମୀମାନେ ନିଜ ସ୍ତ୍ରୀମାନଙ୍କ ସହ ରହିବା ଉଚିତ୍, ଯାହାଦ୍ୱାରା ସେମାନଙ୍କର ପ୍ରାର୍ଥନା ବାଧାପ୍ରାପ୍ତ ହେବ ନାହିଁ ।

1 Peter 3:8

ପିତର କାହିଁକି ସମସ୍ତ ବିଦେଶୀ, ମନୋନୀତ ଲୋକମାନଙ୍କୁ ସମାନ ହେବାକୁ ଏବଂ ଆଶୀର୍ବାଦ ଜାରି ରଖିବାକୁ ନିର୍ଦ୍ଦେଶ ଦେଲେ?

କାରଣ ସେମାନେ ସମସ୍ତେ ଏପରି କରିବାକୁ ଡକାଯାଇଥିଲେ, ଯେପରି ସେମାନେ ଆଶୀର୍ବାଦ ପ୍ରାପ୍ତ କରିବେ ।

1 Peter 3:9

ପିତର କାହିଁକି ସମସ୍ତ ବିଦେଶୀ, ମନୋନୀତ ଲୋକମାନଙ୍କୁ ସମାନ ହେବାକୁ ଏବଂ ଆଶୀର୍ବାଦ ଜାରି ରଖିବାକୁ ନିର୍ଦ୍ଦେଶ ଦେଲେ?

କାରଣ ସେମାନେ ସମସ୍ତେ ଏପରି କରିବାକୁ ଡକାଯାଇଥିଲେ, ଯେପରି ସେମାନେ ଆଶୀର୍ବାଦ ପ୍ରାପ୍ତ କରିବେ ।

1 Peter 3:10

ଯିଏ ଜୀବନକୁ ଭଲ ପାଇବାକୁ ଚାହୁଁଛି, ସେ ନିଜ ଜିଭକୁ ମନ୍ଦରୁ ନିବୃତ୍ତ କରି ମନ୍ଦଠାରୁ ଦୂରେଇ ଯାଇ ଉତ୍ତମକର୍ମ କରିବା ଉଚିତ, କାହିଁକି?

କାରଣ ପ୍ରଭୁଙ୍କର ଚକ୍ଷୁ ଧାର୍ମିକମାନଙ୍କୁ ଦେଖେ।

1 Peter 3:11

ଯିଏ ଜୀବନକୁ ଭଲ ପାଇବାକୁ ଚାହୁଁଛି, ସେ ନିଜ ଜିଭକୁ ମନ୍ଦରୁ ନିବୃତ୍ତ କରି ମନ୍ଦଠାରୁ ଦୂରେଇ ଯାଇ ଉତ୍ତମ କର୍ମ କରିବା ଉଚିତ୍ କାହିଁକି?

କାରଣ ପ୍ରଭୁଙ୍କର ଚକ୍ଷୁ ଧାର୍ମିକମାନଙ୍କୁ ଦେଖେ।

1 Peter 3:12-13

ଯିଏ ଜୀବନକୁ ଭଲ ପାଇବାକୁ ଚାହୁଁଛି, ସେ ନିଜ ଜିଭକୁ ମନ୍ଦରୁ ନିବୃତ୍ତ କରି ମନ୍ଦଠାରୁ ଦୂରେଇ ଯାଇ ଉତ୍ତମ କର୍ମ କରିବା ଉଚିତ୍ କାହିଁକି?

କାରଣ ପ୍ରଭୁଙ୍କର ଚକ୍ଷୁ ଧାର୍ମିକମାନଙ୍କୁ ଦେଖେ।

1 Peter 3:14

ଯେଉଁମାନେ ଆଶୀର୍ବାଦ ପ୍ରାପ୍ତ ହୋଇଥିଲେ ସେମାନେ କିଏ ଥିଲେ?

ଯେଉଁମାନେ ଧାର୍ମିକତା ହେତୁ କଷ୍ଟ ପାଇଲେ, ସେମାନେ ଆଶୀର୍ବାଦ ପ୍ରାପ୍ତ ହେଲେ।

1 Peter 3:15

ଈଶ୍ଵଙ୍କ ଉପରେ ସେମାନଙ୍କର ଆତ୍ମବିଶ୍ୱାସ ବଜାୟ ରଖିବା ପାଇଁ ବିଶ୍ଵାସୀମାନଙ୍କୁ କ’ଣ କରିବାକୁ କୁହାଗଲା?

ସେମାନଙ୍କୁ କୁହାଯାଇଥିଲା ଯେ ପ୍ରଭୁ ଖ୍ରୀଷ୍ଟଙ୍କୁ ସେମାନଙ୍କ ହୃଦୟରେ ମୂଲ୍ୟବାନ କରିବା ଉଚିତ ।

ଈଶ୍ଵରଙ୍କ ଉପରେ ସେମାନଙ୍କର ଆତ୍ମବିଶ୍ୱାସ ବିଷୟରେ ପଚାରିଥିବା ସମସ୍ତଙ୍କୁ କିପରି ବିଶ୍ଵାସୀମାନେ ଉତ୍ତର ଦେବେ?

ସେମାନେ ସର୍ବଦା ନମ୍ରତା ଏବଂ ସମ୍ମାନରେ ଉତ୍ତର ଦେବେ ।

1 Peter 3:16-17

ଈଶ୍ଵରଙ୍କ ଉପରେ ସେମାନଙ୍କର ଆତ୍ମବିଶ୍ୱାସ ବିଷୟରେ ପଚାରିଥିବା ସମସ୍ତଙ୍କୁ କିପରି ବିଶ୍ଵାସୀମାନେ ଉତ୍ତର ଦେବେ?

ସେମାନେ ସର୍ବଦା ନମ୍ରତା ଏବଂ ସମ୍ମାନରେ ଉତ୍ତର ଦେବେ ।

1 Peter 3:18

ଖ୍ରୀଷ୍ଟ କାହିଁକି ପାପ ପାଇଁ ଥରେ କଷ୍ଟ ପାଇଲେ?

ଖ୍ରୀଷ୍ଟ ଥରେ ଯନ୍ତ୍ରଣା ଭୋଗିଲେ ଯେପରି ସେ ପିତର ଏବଂ ବିଶ୍ଵାସୀମାନଙ୍କୁ ଈଶ୍ଵଙ୍କ ନିକଟକୁ ଆଣିବେ ।

1 Peter 3:19

ଯେଉଁ ଆତ୍ମାମାନଙ୍କ ନିକଟରେ ଖ୍ରୀଷ୍ଟ ପ୍ରଚାର କରିଥିଲେ, ସେମାନେ ବର୍ତ୍ତମାନ କାରାଗାରରେ କାହିଁକି ଅଛନ୍ତି?

ନୋହାଙ୍କ ସମୟରେ ଈଶ୍ଵରଙ୍କ ଧୌର୍ଯ୍ୟ ଅପେକ୍ଷା କଲାବେଳେ ଯେଉଁ ଆତ୍ମାମାନେ ଅବାଧ୍ୟ ହେଲେ ସେମାନେ ଏବେ କାରାଗାରରେ ଅଛନ୍ତି ।

1 Peter 3:20

ଯେଉଁ ଆତ୍ମାମାନଙ୍କ ନିକଟରେ ଖ୍ରୀଷ୍ଟ ପ୍ରଚାର କରିଥିଲେ, ସେମାନେ ବର୍ତ୍ତମାନ କାରାଗାରରେ କାହିଁକି ଅଛନ୍ତି?

ନୋହାଙ୍କ ସମୟରେ ଈଶ୍ଵରଙ୍କ ଧୌର୍ଯ୍ୟ ଅପେକ୍ଷା କଲାବେଳେ ଯେଉଁ ଆତ୍ମାମାନେ ଅବାଧ୍ୟ ହେଲେ ସେମାନେ ଏବେ କାରାଗାରରେ ଅଛନ୍ତି ।

1 Peter 3:21

କେଉଁ ପ୍ରକାର ବାପ୍ତିସ୍ମ ବିଶ୍ଵାସୀମାନଙ୍କୁ ରକ୍ଷା କରେ?

ବିଶ୍ଵାସୀମାନଙ୍କୁ ରକ୍ଷାକରୁଥିବା ବାପ୍ତିସ୍ମ ପାଣିରେ ଧୋଇବା ନୁହେଁ, ବରଂ ଯୀଶୁ ଖ୍ରୀଷ୍ଟଙ୍କ ପୁନରୁତ୍ଥାନ ଦ୍ୱାରା ଈଶ୍ଵରଙ୍କ ନିକଟରେ ଏକ ଉତ୍ତମ ବିବେକର ଆବେଦନ କରେ ।

1 Peter 3:22

ଯେହେତୁ ଯୀଶୁ ସ୍ୱର୍ଗରେ ଈଶ୍ଵରଙ୍କ ଡାହାଣ ପାର୍ଶ୍ଵରେ, ଦୂତ, କର୍ତ୍ତୃପକ୍ଷ ଏବଂ ଶକ୍ତିମାନେ କ’ଣ କରିବା ଉଚିତ୍?

ସେମାନେ ସମସ୍ତେ ତାଙ୍କ ନିକଟରେ ବଶୀଭୂତ ହେବା ଉଚିତ୍ ।

1 Peter 4

1 Peter 4:1-2

ପିତର ବିଶ୍ଵାସୀମାନଙ୍କୁ ନିଜକୁ କ’ଣ ଅସ୍ତ୍ର କରିବାକୁ କ’ଣ ଆଦେଶ ଦେଲେ?

ଖ୍ରୀଷ୍ଟ ସେମାନଙ୍କୁ ଶରୀରରେ ଯନ୍ତ୍ରଣା ଭୋଗୁଥିବା ସମୟରେ ସମାନ ଉଦ୍ଦେଶ୍ୟରେ ନିଜକୁ ଅସ୍ତ୍ର କରିବାକୁ ନିର୍ଦ୍ଦେଶ ଦେଇଥିଲେ।

1 Peter 4:3

ଅଣଯିହୂଦୀମାନେ ବିଶ୍ୱାସୀମାନଙ୍କ ବିଷୟରେ କାହିଁକି ମନ୍ଦ କଥା କହିଲେ?

ସେମାନେ ବିଦେଶୀ, ମନୋନୀତ ବ୍ୟକ୍ତିଙ୍କ ବିଷୟରେ ମନ୍ଦ କଥା କହିଥିଲେ, କାରଣ ସେମାନେ ସମ୍ବେଦନଶୀଳତା, ଉତ୍ସାହ, ମଦ୍ୟପାନ, ବ୍ୟସ୍ତତା, ବଣୁଆ ଭୋଜ ଏବଂ ଅଣଯିହୂଦୀମାନଙ୍କ ପରି ଦୁଷ୍ଟ ମୂର୍ତ୍ତିଗୁଡ଼ିକରେ ଅଂଶଗ୍ରହଣ କରିନଥିଲେ ।

1 Peter 4:4

1 Peter 4:5-6

ଈଶ୍ଵର କାହାକୁ ବିଚାର କରିବାକୁ ପ୍ରସ୍ତୁତ?

ଈଶ୍ଵର ଉଭୟ ଜୀବିତ ଓ ମୃତମାନଙ୍କର ବିଚାର କରିବାକୁ ପ୍ରସ୍ତୁତ ଅଛନ୍ତି।

1 Peter 4:7-9

ବିଶ୍ଵାସୀମାନେ କାହିଁକି ସୁସ୍ଥ ମନ ଏବଂ ପରସ୍ପର ପ୍ରତି ପ୍ରବଳ ପ୍ରେମଭାବ ପ୍ରକାଶ କରୁଥିଲେ?

ସେମାନେ ସେହିସବୁ କରିବା ଉଚିତ ଥିଲା କାରଣ ସମସ୍ତ ବିଷୟର ଶେଷ ଆସୁଥିଲା ଏବଂ ସେମାନଙ୍କର ପ୍ରାର୍ଥନା ହେତୁ ।

1 Peter 4:10

ପ୍ରତ୍ୟେକ ବିଶ୍ଵାସୀ ପରସ୍ପରକୁ ସେବା କରିବା ପାଇଁ ପାଇଥିବା ଉପହାରକୁ କାହିଁକି ବ୍ୟବହାର କଲେ?

ସେମାନେ ସେମାନଙ୍କର ଉପହାର ବ୍ୟବହାର କରିବା ଉଚିତ ଥିଲା ଯେପରି ଈଶ୍ଵର ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ୟମରେ ଗୌରବାନ୍ୱିତ ହେବେ ।

1 Peter 4:11

ପ୍ରତ୍ୟେକ ବିଶ୍ଵାସୀ ପରସ୍ପରକୁ ସେବା କରିବା ପାଇଁ ପାଇଥିବା ଉପହାରକୁ କାହିଁକି ବ୍ୟବହାର କଲେ?

ସେମାନେ ସେମାନଙ୍କର ଉପହାର ବ୍ୟବହାର କରିବା ଉଚିତ ଥିଲା ଯେପରି ଈଶ୍ଵର ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ୟମରେ ଗୌରବାନ୍ୱିତ ହେବେ ।

1 Peter 4:12

ଯଦି ବିଶ୍ଵାସୀମାନେ ଖ୍ରୀଷ୍ଟଙ୍କ ଦୁଃଖ ଅନୁଭବ କଲେ କିମ୍ବା ଖ୍ରୀଷ୍ଟଙ୍କ ନାମ ପାଇଁ ଅପମାନିତ ହେଲେ କାହିଁକି ଆନନ୍ଦ କରିବାକୁ କୁହାଗଲା?

କାରଣ ଯଦି ସେମାନେ ଅପମାନିତ ହୁଅନ୍ତି ତେବେ ସେମାନେ ଆଶୀର୍ବାଦ ପ୍ରାପ୍ତ ହେବେ ।

1 Peter 4:13-14

ଯଦି ବିଶ୍ଵାସୀମାନେ ଖ୍ରୀଷ୍ଟଙ୍କ ଦୁଃଖ ଅନୁଭବ କଲେ କିମ୍ବା ଖ୍ରୀଷ୍ଟଙ୍କ ନାମ ପାଇଁ ଅପମାନିତ ହେଲେ କାହିଁକି ଆନନ୍ଦ କରିବାକୁ କୁହାଗଲା?

କାରଣ ଯଦି ସେମାନେ ଅପମାନିତ ହୁଅନ୍ତି ତେବେ ସେମାନେ ଆଶୀର୍ବାଦ ପ୍ରାପ୍ତ ହେବେ ।

1 Peter 4:15-16

କେଉଁ କାର୍ଯ୍ୟ ପାଇଁ ଖ୍ରୀଷ୍ଟିୟାନମାନେ ଦୋଷୀ ସାବ୍ୟସ୍ତ ହେବେ ନାହିଁ ଏବଂ ଯନ୍ତ୍ରଣା ଭୋଗିବେ ନାହିଁ?

ଖ୍ରୀଷ୍ଟିୟାନମାନେ ହତ୍ୟାକାରୀ, ଚୋର, ଦୁଷ୍କର୍ମକାରୀ କିମ୍ବା ମଧ୍ୟସ୍ଥି ଭାବରେ ଯନ୍ତ୍ରଣା ଭୋଗିବାକୁ ପଡିବ ନାହିଁ।

1 Peter 4:17

କାହିଁକି ଅଧାର୍ମିକ ବ୍ୟକ୍ତି ଏବଂ ପାପୀ ଈଶ୍ଵରଙ୍କ ସୁସମାଚାର ଗ୍ରହଣ କରିବା ଉଚିତ୍?

ଅଧାର୍ମିକ ବ୍ୟକ୍ତି ଏବଂ ପାପୀ ଈଶ୍ଵରଙ୍କ ସୁସମାଚାର ଗ୍ରହଣ କରନ୍ତି କାରଣ ସେମାନଙ୍କର ବିଚାର ଧାର୍ମିକ ଲୋକମାନଙ୍କର ବିଚାରଠାରୁ ଆହୁରି କଠୋର ହେବ ।

1 Peter 4:18

କାହିଁକି ଅଧାର୍ମିକ ବ୍ୟକ୍ତି ଏବଂ ପାପୀ ଈଶ୍ଵରଙ୍କ ସୁସମାଚାର ଗ୍ରହଣ କରିବା ଉଚିତ୍?

ଅଧାର୍ମିକ ବ୍ୟକ୍ତି ଏବଂ ପାପୀ ଈଶ୍ଵରଙ୍କ ସୁସମାଚାର ଗ୍ରହଣ କରନ୍ତି କାରଣ ସେମାନଙ୍କର ବିଚାର ଧାର୍ମିକ ଲୋକମାନଙ୍କର ବିଚାରଠାରୁ ଆହୁରି କଠୋର ହେବ ।

1 Peter 4:19

ଯେଉଁମାନେ ଈଶ୍ଵରଙ୍କ ଇଚ୍ଛା ଅନୁଯାୟୀ ଯନ୍ତ୍ରଣା ଭୋଗିଲେ ସେମାନେ କିପରି କାର୍ଯ୍ୟ କଲେ?

ସେମାନେ ଉତ୍ତମ କାର୍ଯ୍ୟ କରୁଥିବାବେଳେ ସେମାନେ ସେମାନଙ୍କର ଆତ୍ମାକୁ ବିଶ୍ୱସ୍ତ ସୃଷ୍ଟିକର୍ତ୍ତାଙ୍କୁ ନ୍ୟସ୍ତ କଲେ ।

1 Peter 5

1 Peter 5:1

ପିତର କିଏ ଥିଲେ?

ପିତର ଜଣେ ସହକର୍ମୀ ଥିଲେ, ଖ୍ରୀଷ୍ଟଙ୍କ ଦୁଃଖର ସାକ୍ଷୀ ଥିଲେ ଏବଂ ପ୍ରକାଶିତ ଗୌରବରେ ଅଂଶଗ୍ରହଣ କରିଥିଲେ ।

ପିତର ତାଙ୍କ ସାଥୀ ପ୍ରାଚୀନମାନଙ୍କୁ କ’ଣ କରିବାକୁ ପରାମର୍ଶ ଦେଲେ?

ସେ ସେମାନଙ୍କୁ ଈଶ୍ଵରଙ୍କ ମେଷପଲ ପାଳନ କରିବାକୁ ଏବଂ ସେମାନଙ୍କର ଯତ୍ନ ନେବାକୁ ପରାମର୍ଶ ଦେଲେ।

1 Peter 5:2-4

ପିତର ତାଙ୍କ ସାଥୀ ପ୍ରାଚୀନମାନଙ୍କୁ କ’ଣ କରିବାକୁ ପରାମର୍ଶ ଦେଲେ?

ସେ ସେମାନଙ୍କୁ ଈଶ୍ଵରଙ୍କ ମେଷପଲ ପାଳନ କରିବାକୁ ଏବଂ ସେମାନଙ୍କର ଯତ୍ନ ନେବାକୁ ପରାମର୍ଶ ଦେଲେ।

1 Peter 5:5

ଯୁବକମାନେ କାହାର ଅଧିନ ହେବା ଉଚିତ?

ସେମାନେ ବୟସ୍କ ବ୍ୟକ୍ତିମାନଙ୍କ ନିକଟରେ ବଶୀଭୂତ ହେବା ଉଚିତ୍ ।

କାହିଁକି ସମସ୍ତେ ନମ୍ରତା ଏବଂ ପରସ୍ପରର ସେବା କରିବା ଆବଶ୍ୟକ କରନ୍ତି?

କାରଣ ଈଶ୍ଵର ନମ୍ର ଲୋକମାନଙ୍କୁ ଅନୁଗ୍ରହ ପ୍ରଦାନ କରନ୍ତି, ଏବଂ ଯେପରି ଈଶ୍ଵର ସେମାନଙ୍କୁ ଉଚିତ ସମୟରେ ଉଚ୍ଚ କରାଇ ପାରନ୍ତି ।

1 Peter 5:6

କାହିଁକି ସମସ୍ତେ ନମ୍ରତା ଏବଂ ପରସ୍ପରର ସେବା କରିବା ଆବଶ୍ୟକ କରନ୍ତି?

କାରଣ ଈଶ୍ଵର ନମ୍ର ଲୋକମାନଙ୍କୁ ଅନୁଗ୍ରହ ପ୍ରଦାନ କରନ୍ତି, ଏବଂ ଯେପରି ଈଶ୍ଵର ସେମାନଙ୍କୁ ଉଚିତ ସମୟରେ ଉଚ୍ଚ କରାଇ ପାରନ୍ତି ।

1 Peter 5:7

କାହିଁକି ସମସ୍ତେ ନମ୍ରତା ଏବଂ ପରସ୍ପରର ସେବା କରିବା ଆବଶ୍ୟକ କରନ୍ତି?

କାରଣ ଈଶ୍ଵର ନମ୍ର ଲୋକମାନଙ୍କୁ ଅନୁଗ୍ରହ ପ୍ରଦାନ କରନ୍ତି, ଏବଂ ଯେପରି ଈଶ୍ଵର ସେମାନଙ୍କୁ ଉଚିତ ସମୟରେ ଉଚ୍ଚ କରାଇ ପାରନ୍ତି ।

1 Peter 5:8

ଶୟତାନ କିପରି ଅଟେ?

ସେ ଗର୍ଜନ କରୁଥିବା ସିଂହ ସଦୃଶ, ଯିଏ ଗ୍ରାସ କରିବାକୁ କାହାକୁ ଖୋଜି ବୁଲୁଅଛି।

ଲୋକମାନଙ୍କୁ କ’ଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା?

ସେମାନଙ୍କୁ ସାବଧାନ, ସତର୍କ ରହିବାକୁ, ଶୟତାନ ବିରୁଦ୍ଧରେ ଦୃଢ଼ ହେବାକୁ ଏବଂ ସେମାନଙ୍କ ବିଶ୍ୱାସରେ ଦୃଢ଼ ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

1 Peter 5:9

ଲୋକମାନଙ୍କୁ କ’ଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା?

ସେମାନଙ୍କୁ ସାବଧାନ, ସତର୍କ ରହିବାକୁ, ଶୟତାନ ବିରୁଦ୍ଧରେ ଦୃଢ଼ ହେବାକୁ ଏବଂ ସେମାନଙ୍କ ବିଶ୍ୱାସରେ ଦୃଢ଼ ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

1 Peter 5:10-11

ଅଳ୍ପ ସମୟ ପାଇଁ ଯନ୍ତ୍ରଣା ଭୋଗିବା ପରେ ଲୋକଙ୍କମାନ ସହ କ’ଣ ହେବ?

ଈଶ୍ଵର ସେମାନଙ୍କୁ ସିଦ୍ଧ କରିବେ, ପ୍ରତିଷ୍ଠା କରିବେ ଏବଂ ଦୃଢ଼ କରିବେ ।

1 Peter 5:12

ପିତର ସିଲ୍ୱାନଙ୍କୁ କିଏ ବୋଲି ସମ୍ମାନ କଲେ?

ପିତର ସିଲ୍ୱାନଙ୍କୁ ଜଣେ ବିଶ୍ୱସ୍ତ ଭାଇ ଭାବରେ ସମ୍ମାନ କଲେ ।

ପିତର ଯାହା ଲେଖିଛନ୍ତି ସେ ବିଷୟରେ ସେ କ’ଣ କହିଥିଲେ?

ସେ କହିଥିଲେ ଯେ ସେ ଯାହା ଲେଖିଛନ୍ତି ତାହା ଈଶ୍ବରଙ୍କ ପ୍ରକୃତ ଅନୁଗ୍ରହ ଅଟେ ।

1 Peter 5:13

ବିଶ୍ଵାସୀମାନଙ୍କୁ କିଏ ଅଭିବାଦନ କଲା ଏବଂ ସେମାନେ କିପରି ପରସ୍ପରକୁ ଅଭିବାଦନ କଲେ?

ସେ ବାବିଲରେ ଥିଲେ ଏବଂ ବିଶ୍ୱାସରେ ପିତରଙ୍କ ପୁତ୍ର ମାର୍କ ସେମାନଙ୍କୁ ଅଭିବାଦନ କଲେ; ସେମାନେ ପରସ୍ପରକୁ ପ୍ରେମ ଚୁମ୍ବନ ଦେଇ ଅଭିବାଦନ କରିବା ଉଚିତ ଥିଲା ।

1 Peter 5:14