2 Peter
2 Peter 1
2 Peter 1:1-2
ଦ୍ୱିତୀୟ ପିତର କିଏ ଲେଖିଛନ୍ତି?
ଶିମୋନ ପିତର, ଯୀଶୁ ଖ୍ରୀଷ୍ଟଙ୍କର ଜଣେ ଦାସ ଓ ପ୍ରେରିତ ।
ପିତର କାହାକୁ ଲେଖିଥିଲେ?
ଯେଉଁମାନେ ସମାନ ମୂଲ୍ୟବାନ ବିଶ୍ୱାସ ପାଇଥିଲେ ସେମାନଙ୍କୁ ପିତର ଲେଖିଥିଲେ ।
2 Peter 1:3
ଜୀବନ ଏବଂ ଧାର୍ମିକତା ପାଇଁ ଈଶ୍ୱରୀୟ ଶକ୍ତିର ସମସ୍ତ ବିଷୟ କିପରି ପିତର ଏବଂ ବିଶ୍ୱାସ ପ୍ରାପ୍ତକର୍ତ୍ତାମାନଙ୍କୁ ଦିଆଯାଇଥିଲା?
ସେମାନଙ୍କୁ ଈଶ୍ଵରଙ୍କ ଜ୍ଞାନ ଦ୍ବାରା ଦିଆଯାଇଥିଲା ।
ଈଶ୍ଵର ପିତର ଏବଂ ବିଶ୍ଵାସ ଗ୍ରହଣକାରୀମାନଙ୍କୁ ମହାନ ଏବଂ ମୂଲ୍ୟବାନ ପ୍ରତିଜ୍ଞା ସହ ଜୀବନ ଏବଂ ଜୀବନ ପାଇଁ ଈଶ୍ୱରୀୟ ଶକ୍ତିର ସମସ୍ତ ବିଷୟ କାହିଁକି ପ୍ରଦାନ କଲେ?
ସେ ଏପରି କଲେ ଯେପରି ସେମାନେ ଶ୍ଵଶ୍ୱରୀୟ ପ୍ରକୃତିର ଅଂଶୀଦାର ହେବେ ।
2 Peter 1:4

2 Peter 1:5
ବିଶ୍ଵାସ ପ୍ରାପ୍ତକର୍ତ୍ତାମାନେ ଶେଷରେ ସେମାନଙ୍କ ବିଶ୍ୱାସ ଦ୍ୱାରା କ’ଣ ଲାଭ କରିବା ଉଚିତ?
ଶେଷରେ ସେମାନେ ସେମାନଙ୍କର ବିଶ୍ୱାସ ଦ୍ୱାରା ପ୍ରେମ ଲାଭ କରିବା ଉଚିତ ।
2 Peter 1:6

2 Peter 1:7-8

2 Peter 1:9
ଆତ୍ମିକ ଦୃଷ୍ଟିହୀନ ବ୍ୟକ୍ତି କ’ଣ ପାସୋରି ଯାଇଅଛି?
ସେ ନିଜର ପୁରୁଣା ପାପରୁ ଶୁଦ୍ଧତାକୁ ପାସୋରି ଯାଇଅଛି।
2 Peter 1:10
ଯଦି ଭାଇମାନେ ସେମାନଙ୍କର ଆହ୍ୱାନ ଓ ମନୋନୟନକୁ ସ୍ଥିର କରିବା ପାଇଁ ଯଥାସମ୍ଭବ ଚେଷ୍ଟା କଲେ, କ’ଣ ହେବ?
ସେମାନେ ଝୁଣ୍ଟି ପଡ଼ିବେ ନାହିଁ, ଏବଂ ସେମାନଙ୍କର ପ୍ରଭୁ ଏବଂ ତ୍ରାଣକର୍ତ୍ତା ଯୀଶୁଖ୍ରୀଷ୍ଟଙ୍କ ଅନନ୍ତ ରାଜ୍ୟରେ ସେମାନଙ୍କୁ ଏକ ପ୍ରବେଶ ଅନୁମତି ଦିଆଯିବ ।
2 Peter 1:11

2 Peter 1:12
ପିତର କାହିଁକି ଭାବିଲେ ଯେ ତାଙ୍କ ପାଇଁ ଭାଇମାନଙ୍କୁ ଏହି ବିଷୟ ସ୍ମରଣ କରାଇବା ଉଚିତ ଥିଲା?
କାରଣ ସେମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟ ତାଙ୍କୁ ଦେଖାଇଥିଲେ ଯେ ସେ ଶୀଘ୍ର ତାଙ୍କର ତମ୍ବୁ ଅପସାରଣ କରିବେ ।
2 Peter 1:13

2 Peter 1:14-15

2 Peter 1:16
ଯେଉଁମାନେ ଯୀଶୁଙ୍କ ମହିମାର ପ୍ରତ୍ୟକ୍ଷଦର୍ଶୀ ଥିଲେ ସେମାନେ କ’ଣ ଦେଖିଲେ?
ସେମାନେ ଦେଖିଲେ ଯେ ସେ ପିତା ଈଶ୍ୱରଙ୍କଠାରୁ ସମ୍ମାନ ଓ ଗୌରବ ପାଇଲେ।
2 Peter 1:17-18
ଯେଉଁମାନେ ଯୀଶୁଙ୍କ ମହିମାର ପ୍ରତ୍ୟକ୍ଷଦର୍ଶୀ ଥିଲେ ସେମାନେ କ’ଣ ଦେଖିଲେ?
ସେମାନେ ଦେଖିଲେ ଯେ ସେ ପିତା ଈଶ୍ୱରଙ୍କଠାରୁ ସମ୍ମାନ ଓ ଗୌରବ ପାଇଲେ।
2 Peter 1:19
ଭବିଷ୍ୟବାଣୀ ନିଶ୍ଚିତ ସଫଳ ହେବ ବୋଲି ଆମ୍ଭେମାନେ କିପରି ନିଶ୍ଚିତ ହେବା?
କାରଣ ଲିଖିତ ଭବିଷ୍ୟବାଣୀ ଭବିଷ୍ୟଦ୍ବକ୍ତାଙ୍କ ଯୁକ୍ତିରୁ କିମ୍ବା ମନୁଷ୍ୟର ଇଚ୍ଛାରୁ କିମ୍ବା କୌଣସି ଭବିଷ୍ୟବାଣୀରୁ ନୁହେଁ, ବରଂ ଈଶ୍ଵରଙ୍କଠାରୁ, ପବିତ୍ରଆତ୍ମାଙ୍କ ଦ୍ୱାରା ପରିଚାଳିତ ହୋଇ ଲୋକମାନଙ୍କ ଦ୍ୱାରା ପ୍ରକାଶ ପାଇଥାଏ ।
2 Peter 1:20

2 Peter 1:21

2 Peter 2
2 Peter 2:1
ଭଣ୍ଡ ଶିକ୍ଷକମାନେ ଗୁପ୍ତରେ ବିଶ୍ଵାସୀମାନଙ୍କ ନିକଟକୁ କ’ଣ ଆଣିବେ?
ଭଣ୍ଡ ଶିକ୍ଷକମାନେ ବିନାଶକାରୀ ଶିକ୍ଷା ଆଣିବେ ଏବଂ ସେମାନଙ୍କ କ୍ରୟକର୍ତ୍ତାଙ୍କୁ ଅସ୍ୱୀକାର କରିବେ ।
ଭଣ୍ଡ ଶିକ୍ଷକମାନଙ୍କ ଉପରେ କ’ଣ ହେବ?
ଭଣ୍ଡ ଶିକ୍ଷକମାନଙ୍କ ଉପରେ ଆକସ୍ମିକ ସର୍ବନାଶ ଏବଂ ନିନ୍ଦା ଆସିବ ।
ଭଣ୍ଡ ଶିକ୍ଷକମାନେ ପ୍ରତାରଣାକାରୀ ଶବ୍ଦ ସହ କ’ଣ କରିବେ?
ଭଣ୍ଡ ଶିକ୍ଷକମାନେ ଲୋଭରେ ଭାଇମାନଙ୍କଠାରୁ ଲାଭବାନ ହେବେ ।
2 Peter 2:2
ଭଣ୍ଡ ଶିକ୍ଷକମାନେ ପ୍ରତାରଣାକାରୀ ଶବ୍ଦ ସହ କ’ଣ କରିବେ?
ଭଣ୍ଡ ଶିକ୍ଷକମାନେ ଲୋଭରେ ଭାଇମାନଙ୍କଠାରୁ ଲାଭବାନ ହେବେ ।
2 Peter 2:3
ଭଣ୍ଡ ଶିକ୍ଷକମାନେ ପ୍ରତାରଣାକାରୀ ଶବ୍ଦ ସହ କ’ଣ କରିବେ?
ଭଣ୍ଡ ଶିକ୍ଷକମାନେ ଲୋଭରେ ଭାଇମାନଙ୍କଠାରୁ ଲାଭବାନ ହେବେ ।
2 Peter 2:4
ଈଶ୍ଵର କାହାକୁ ଛାଡ଼ିନଥିଲେ?
ଈଶ୍ଵର ପାପ କରିଥିବା ଦୂତମାନଙ୍କୁ, ପ୍ରାଚୀନ ଜଗତକୁ, ସଦୋମ ଏବଂ ଗୋମୋରା ନଗରଗୁଡ଼ିକୁ ଛାଡ଼ିନଥିଲେ ।
2 Peter 2:5
ଈଶ୍ଵର କାହାକୁ ଛାଡ଼ିନଥିଲେ?
ଈଶ୍ଵର ପାପ କରିଥିବା ଦୂତମାନଙ୍କୁ, ପୁରାତନ ଜଗତକୁ, ସଦୋମ ଏବଂ ଗୋମୋରା ନଗରଗୁଡ଼ିକୁ ଛାଡ଼ିନଥିଲେ ।
ବନ୍ୟାରେ ଈଶ୍ଵର କାହାକୁ ରକ୍ଷା କଲେ?
ଈଶ୍ଵର ନୋହଙ୍କୁ ଅନ୍ୟ ସାତଜଣଙ୍କ ସହ ରକ୍ଷା କଲେ ।
2 Peter 2:6
ଈଶ୍ଵର କାହାକୁ ଛାଡ଼ିନଥିଲେ?
ଈଶ୍ଵର ପାପ କରିଥିବା ଦୂତମାନଙ୍କୁ, ପୁରାତନ ଜଗତକୁ, ସଦୋମ ଏବଂ ଗୋମୋରା ନଗରଗୁଡ଼ିକୁ ଛାଡ଼ିନଥିଲେ ।
2 Peter 2:7-8
ପରମେଶ୍ଵର କେତେଜଣଙ୍କୁ ରକ୍ଷା ଏବଂ ଅନ୍ୟ କେତେଜଣଙ୍କୁ ରକ୍ଷା ନ କରିବା ଦ୍ଵାରା କଣ ଦେଖାଇଲେ ?
ପରମେଶ୍ଵରଙ୍କ କାର୍ଯ୍ୟଗୁଡିକ ଏହା ଦେଖାଏ ଯେ ପ୍ରଭୁ ଧାର୍ମିକମାନଙ୍କୁ କିପରି ରକ୍ଷା କରିବା ଏବଂ ଧାର୍ମିକମାନଙ୍କୁ କିପରି ନିଜ ରଖିବା ଜାଣନ୍ତି [୨:୯] ।
2 Peter 2:9
ଈଶ୍ଵର କେତେକଙ୍କୁ ରକ୍ଷା ନକରି ଏବଂ ଅନ୍ୟମାନଙ୍କୁ ରକ୍ଷା କରି କ’ଣ ଦେଖାଇଲେ?
ଈଶ୍ଵରଙ୍କ କାର୍ଯ୍ୟ ଦର୍ଶାଇଲା ଯେ କିପରି ଧାର୍ମିକ ଲୋକମାନଙ୍କୁ ଉଦ୍ଧାର କରିବେ ଏବଂ ଅଧାର୍ମିକମାନଙ୍କୁ କିପରି ବନ୍ଦୀ କରି ରଖିବେ ତାହା ପ୍ରଭୁ ଜାଣନ୍ତି ।
2 Peter 2:10
ଅଧାର୍ମିକମାନେ ନିନ୍ଦା କରିବାକୁ ଡରୁନଥିବା ଗୌରବମୟ କିଏ ଥିଲେ?
ଗୌରବମୟ ସ୍ୱର୍ଗଦୂତ ଥିଲେ, ଯେଉଁମାନେ ପ୍ରଭୁଙ୍କ ନିକଟରେ ମନୁଷ୍ୟ ବିରୁଦ୍ଧରେ ନିନ୍ଦାଜନକ ବିଚାର ଆଣନ୍ତି ନାହିଁ ।
2 Peter 2:11

2 Peter 2:12-13
ଭଣ୍ଡଶିକ୍ଷକମାନେ କେଉଁମାନଙ୍କୁ ପ୍ରଲୋଭିତ କରନ୍ତି ?
ଭଣ୍ଡଶିକ୍ଷକମାନେ ଆତ୍ମାମାନଙ୍କୁ ପ୍ରଲୋଭିତ କରନ୍ତି [୨:୧୪] ।
2 Peter 2:14
ଭଣ୍ଡ ଶିକ୍ଷକମାନେ କାହାକୁ ପ୍ରଲୋଭିତ କରନ୍ତି?
ଭଣ୍ଡ ଶିକ୍ଷକମାନେ ଚଞ୍ଚଳମତି ଲୋକମାନଙ୍କୁ ପ୍ରଲୋଭିତ କରନ୍ତି ।
2 Peter 2:15
ଭବିଷ୍ୟଦ୍ବକ୍ତା ବିଲୀୟାମର ପାଗଳତାକୁ କିଏ ପ୍ରତିରୋଧ କଲା ?
ମନୁଷ୍ୟର ସ୍ୱରରେ କଥାବାର୍ତ୍ତା କରୁଥିବା ଏକ ମୂକ ଗଧ ବିଲୀୟାମକୁ ପ୍ରତିରୋଧ କଲା।
2 Peter 2:16
ଭବିଷ୍ୟଦ୍ବକ୍ତା ବିଲୀୟାମର ପାଗଳତାକୁ କିଏ ପ୍ରତିରୋଧ କଲା?
ମନୁଷ୍ୟର ସ୍ୱରରେ କଥାବାର୍ତ୍ତା କରୁଥିବା ଏକ ମୂକ ଗଧ ବିଲୀୟାମକୁ ପ୍ରତିରୋଧ କଲା।
2 Peter 2:17-18
ମଣିଷ କାହାର ଦାସ ଅଟେ ?
ଏକ ମଣିଷ ଯାହା ତାକୁ ପ୍ରଭାବିତ କରେ, ତାହାର ଦାସ ହୋଇଥାଏ [୨:୧୯] ।
2 Peter 2:19
ମନୁଷ୍ୟ କାହାର ଦାସ ଅଟେ?
ମନୁଷ୍ୟ ଯାହା ଦ୍ଵାରା ପରାଜିତ ହୁଏ ସେ ତାହାର ଦାସ ହୁଏ ।
2 Peter 2:20
ଯେଉଁମାନେ ଯୀଶୁଖ୍ରୀଷ୍ଟଙ୍କ ଜ୍ଞାନ ଦ୍ୱାରା ସଂସାରର ଅଶୁଚିତାରୁ ରକ୍ଷା ପାଇ ପୁନର୍ବାର ସେଥିର ବନ୍ଧନରେ ଆବଦ୍ଧ ହୋଇ ପରାସ୍ତ ହୁଅନ୍ତି, ତେବେ କ’ଣ ଭଲ ହେବ?
ସେମାନଙ୍କ ପାଇଁ ଧାର୍ମିକତାର ପଥ ନ ଜାଣିବା ଭଲ ହେବ ।
2 Peter 2:21-22

2 Peter 3
2 Peter 3:1
ପିତର କାହିଁକି ଏହି ଦ୍ୱିତୀୟ ପତ୍ର ଲେଖିଲେ?
ସେ ଲେଖିଛନ୍ତି ଯାହା ଦ୍ଵାରା ପ୍ରିୟମାନେ ଭବିଷ୍ୟଦ୍ବକ୍ତାମାନଙ୍କ ଦ୍ୱାରା ପୂର୍ବରୁ କୁହାଯାଇଥିବା ବାକ୍ୟକୁ ଏବଂ ସେମାନଙ୍କ ପ୍ରଭୁ ଏବଂ ତ୍ରାଣକର୍ତ୍ତାଙ୍କ ଆଦେଶ ବିଷୟରେ ସ୍ମରଣ ପକାଇ ପାରିବେ ।
2 Peter 3:2

2 Peter 3:3
ଶେଷ ଦିନରେ ଉପହାସକାରୀମାନେ କ’ଣ କହିବେ?
ଉପହାସକାରୀମାନେ ଯୀଶୁଙ୍କ ପ୍ରତ୍ୟାବର୍ତ୍ତନ ପ୍ରତିଜ୍ଞା ଉପରେ ପ୍ରଶ୍ନ କରିବେ ଏବଂ କହିବେ ଯେ ସମସ୍ତ ବିଷୟ ସୃଷ୍ଟିର ଆରମ୍ଭରେ ଯେପରି ଥିଲା, ସେହିପରି ରହିଅଛି ।
2 Peter 3:4

2 Peter 3:5
ଆକାଶମଣ୍ଡଳ ଓ ପୃଥିବୀ କିପରି ସ୍ଥାପିତ ହେଲା, ଏବଂ ସେମାନେ କିପରି ଅଗ୍ନି, ବିଚାର ଦିନ ଏବଂ ଧାର୍ମିକ ଲୋକମାନଙ୍କର ବିନାଶ ପାଇଁ ସଂରକ୍ଷିତ ହେଲେ?
ସେଗୁଡ଼ିକ ଈଶ୍ଵରଙ୍କ ବାକ୍ୟ ଦ୍ୱାରା ପ୍ରତିଷ୍ଠିତ ଏବଂ ସଂରକ୍ଷିତ ଅଟେ ।
2 Peter 3:6

2 Peter 3:7

2 Peter 3:8
କାହିଁକି ପ୍ରଭୁଙ୍କ ପ୍ରିୟମାନଙ୍କ ପ୍ରତି ଧୈର୍ଯ୍ୟ ଧରିଥିଲେ ?
କାରଣ ସେ ଇଚ୍ଛା କରୁଥିଲେ ଯେ ସେମାନେ ବିନଷ୍ଟ ନ ହୁଅନ୍ତୁ କିନ୍ତୁ ସମସ୍ତଙ୍କୁ ଅନୁତାପ କରିବା ନିମନ୍ତେ ସମୟ ଥାଉ [୩;୯] ।
2 Peter 3:9
ପ୍ରିୟମାନଙ୍କ ପ୍ରତି ପ୍ରଭୁ କାହିଁକି ଦୀର୍ଘସହିଷ୍ଣୁ ହେଲେ?
କାରଣ ସେ ଇଚ୍ଛା କରନ୍ତି ଯେ ସେମାନେ ବିନଷ୍ଟ ନ ହୁଅନ୍ତୁ, କିନ୍ତୁ ସମସ୍ତଙ୍କ ଅନୁତାପ ପାଇଁ ସମୟ ଦେଇଅଛନ୍ତି ।
2 Peter 3:10
ପ୍ରଭୁଙ୍କ ଦିନ କିପରି ଆସିବ?
ପ୍ରଭୁଙ୍କ ଦିନ ଚୋର ପରି ଆସିବ।
2 Peter 3:11
ପିତର ପ୍ରିୟମାନଙ୍କୁ ପବିତ୍ର ଜୀବନ ଏବଂ ଧାର୍ମିକତା ପ୍ରତି ସେମାନେ କେଉଁ ପ୍ରକାରର ଆଚରଣ କରିବା ଉଚିତ ବୋଲି କାହିଁକି ପଚାରିଲେ?
କାରଣ ଆକାଶମଣ୍ଡଳ ଓ ପୃଥିବୀ ଧ୍ୱଂସ ହେବ, ଏବଂ ସେମାନେ ନୂତନ ଆକାଶ ଓ ନୂତନ ପୃଥିବୀରେ ଧାର୍ମିକତା ଦ୍ବାରା ହିଁ ବାସ କରିବେ ।
2 Peter 3:12

2 Peter 3:13

2 Peter 3:14
ଶିଷ୍ୟ ହୋଇ ନ ଥିବା ଏବଂ ଅସ୍ଥିର ଲୋକମାନଙ୍କ କ'ଣ ହେବ ଯେଉଁମାନେ ପାଉଲଙ୍କ ଦିଆଯାଇଥିବା ଜ୍ଞାନ ଏବଂ ଧର୍ମଶାସ୍ତ୍ରକୁ ବିକୃତ କଲେ ?
ସେମାନଙ୍କ କର୍ମ ସେମାନଙ୍କ ନିଜ ବିନାଶର କାରଣ ହେବ [୩:୧୫-୧୬] ।
2 Peter 3:15
ଅବିଶ୍ୱାସୀ ଏବଂ ଅସ୍ଥିର ଲୋକମାନଙ୍କ ସହ କ’ଣ ହେବ, ଯେଉଁମାନେ ପାଉଲଙ୍କୁ ଦିଆଯାଇଥିବା ଜ୍ଞାନକୁ ବିକୃତ କରନ୍ତି ଏବଂ ଅନ୍ୟ ଶାସ୍ତ୍ରଗୁଡ଼ିକୁ ବିକୃତ କରନ୍ତି?
ସେମାନଙ୍କର କାର୍ଯ୍ୟକଳାପ ସେମାନଙ୍କର ବିନାଶରେ ପରିଣତ ହେବ ।
2 Peter 3:16

2 Peter 3:17
ପ୍ରତାରଣା ଦ୍ୱାରା ଭ୍ରାନ୍ତ ହେବା ଏବଂ ନିଜର ବିଶ୍ୱସ୍ତତା ହରାଇବା ପରିବର୍ତ୍ତେ, ପିତର ପ୍ରିୟମାନଙ୍କୁ କ’ଣ କରିବାକୁ ଆଦେଶ ଦେଲେ?
ସେ ସେମାନଙ୍କର ପ୍ରଭୁ ଏବଂ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ଏବଂ ଜ୍ଞାନରେ ବୃଦ୍ଧି ହେବାକୁ ସେମାନଙ୍କୁ ଆଦେଶ ଦେଲେ ।
2 Peter 3:18